ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିଶୁ ବିଦ୍ୟାମନ୍ଦିର ର ତ୍ରିରଙ୍ଗା ଯାତ୍ରା

ଜୁନାଗଡ଼,୧୪/୮(ମ ନି ସ)   ଜୁନାଗଡ଼ ସହର ସତସ୍ବତୀ ଶିଶୁ ବିଦ୍ୟମନ୍ଦିର ତରଫରୁ ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ମବିଦ୍ୟାଳୟର ତିନି ସହରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ସାମିଲ ହୋଇଥିଲେ। ଏହି ଶୋଭଯାତ୍ରାପ୍ରଧାନ ଆଚାର୍ଯ୍ୟ ଶ୍ରବଣ ସାହୁଙ୍କ ନେତୃତ୍ୱରେ ସହରର ଶିଶୁ ମନ୍ଦିର ଛକ ହୋଇ ଇନ୍ଦିରା ଛକ, ମେଡିକାଲ ଛକ, ଲଙ୍କେଶ୍ୱରୀ ଛକ,, ନୂଆ ବସ୍ ଷ୍ଟାଣ୍ଡ , କଲମପୁର ଛକ, ପୁରୁଣା ବସଷ୍ଟାଣ୍ଡ ହୋଇ ସହର ପରିକ୍ରମା କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦେଶଭକ୍ତି ବ୍ୟାଣ୍ଡ ଧୁନ ସ୍ଲୋଗାନ ରେ ସହର ଏକ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ସହଯୋଗ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

କେସିଙ୍ଗା ବ୍ଲକ ଆଦିବାସୀ ସଂଘର ନବନିର୍ବାଚିତ କର୍ମକର୍ତା ନିର୍ବାଚନ

Sunil Chandra Nayak

ମଦନପୁରରେ ମା ପଟଖଣ୍ଡା ଙ୍କ ଛତର ଯାତ୍ରା 

Sunil Chandra Nayak

ଉମାକାନ୍ତ ଦାସ ଙ୍କ କବିତା ମାଆ ବିରଜାଙ୍କୁ ଅଳି

Sunil Chandra Nayak

Leave a Comment

error: Content is protected !!