ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ସଭାପତି ପ୍ରକାଶ ବିଶ୍ୱାଳ

ଢେଙ୍କାନାଳ,/କାମାକ୍ଷାନଗର 15/7/22 ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ର କଙ୍କଡ଼ାହାଡ଼ ସମବାୟ ସମିତିରେେ ବିନା ପ୍ରତିଦ୍ବନ୍ଦୀ ରେ ଆଜି ଶ୍ରୀଯୁକ୍ତ ପ୍ରକାଶ ବିଶ୍ୱାଳ ସଭାପତିତ୍ବ ରୂପେ ନିର୍ବାଚିତ ହୋଇ ଛନ୍ତି । ନିର୍ବାଚନ ଅଧିକାରୀ ଙ୍କ ସହିତ କଙ୍କଡ଼ାହାଡ଼ ସେବା ସମବାୟ ସମିତିର ସମ୍ପାଦକ ବିନୋଦ କୁମାର ପରିଡାଙ୍କ ତତ୍ୱାବଧାନରେ ଏକ ମାତ୍ର ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା ! ଶେଷରେ ନିର୍ବାଚନ ଅଧିକାରୀ ସଭାପତି ରୂପେ ପ୍ରକାଶ ବିଶ୍ୱାଳଙ୍କ ନାମଘୋଷଣା କରିଥିଲେ ! ଏହି କାର୍ଯ୍ୟକ୍ରମକୁ ବିଜୁ ଜନତା ଦଳର ଯୁବ ବିଜେଡି ସଭାପତି ତଥା ପୂର୍ବତନ ବ୍ଲକ ଅଧକ୍ଷ କାର୍ତ୍ତିକ ସାହୁଙ୍କ ଉପସ୍ଥିତିରେ ଓ ସହଯୋଗରେ ସଭାପତି କରାଯାଇଥିଲା ! ନବ ନିର୍ବାଚିତ ସଭାପତି କଙ୍କଡ଼ାହାଡ଼ ର ଧାନ ମଣ୍ଡି ସମସ୍ୟା ଓ ଚାଷୀ ସମସ୍ୟା ଉପରେ ବିଶେଷ ଗୁରୁତ୍ୱ ଦେବା ପାଇଁ କହିବା ସହିତ ବିଜେଡି ର ପ୍ରାଥୀ ହୋଇ ଥିବାରୁ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି !

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବୁଢ଼ାରଜା ଦଶରା ପାଇଁ ଚଳଚଞ୍ଚଳ ଆମପାଣି 

Sunil Chandra Nayak

ଦୋକାନ ବଜାରରେ ଅବାଧ ରେ  ବିଦେଶୀ ମଦ ବିକ୍ରି, ଅବକାରୀ ବିଭାଗ ନୀରବଦ୍ରଷ୍ଟା

Sunil Chandra Nayak

ଚିଚିଆ ଗ୍ରାମରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଗ୍ରହ ସ୍ଥାପନ ଓ ମନ୍ଦିର ପ୍ରତିଷ୍ଠା 

Sunil Chandra Nayak

Leave a Comment

error: Content is protected !!