ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେସିଙ୍ଗା ଟ୍ରାଫିକ ସମସ୍ୟା ସମାଧାନ ପାଇଁ ବୈଠକ

ଉତ୍କେଲା, ୧୫/୦୭, ମ ନି ସ,କେସିଙ୍ଗା ଏନ ଏ ସି ସଦଭାବନା ସଭା ଗୃହରେ ଟ୍ରାଫିକ ସମସ୍ୟା ର ସମାଧାନ ନିମନ୍ତେ ଏକ ଜରୁରୀ ବୈଠକ ହୋଇଥିଲା । ଉକ୍ତ ସଭାରେ ତହସିଲଦାର, ଏନ ଏ ସି ନିର୍ବାହୀ ଅଧିକାରୀ, ସମସ୍ତ କାଉନସିଲର ବୃନ୍ଦ, ଏନ ଏଚ ଅଧିକାରୀ, ଶିକ୍ଷ୍ୟା ଅଧିକାରୀ, ଜନସ୍ବାସ୍ଥ୍ୟ ଅଧିକାରୀ, ଏମ ପି, ଏମ ଏଲ ଏ ମାନଙ୍କ ପ୍ରତିନିଧି, ବଣିକ ସଂଘ ସଭାପତି, ବସ ମାଲିକ ସଂଘ, ଓ ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ରହି ନିଜ ନିଜ ର ମତ ସାବ୍ୟସ୍ତ କରି ଥିଲେ । ଉପ ଜିଲ୍ଲାପାଳ ଓ ପୋଲିସ ଉପଖଣ୍ଡ ଅଧିକାରୀ ଉକ୍ତ ବୈଠକ କୁ ଆସିବାର ଥିଲା ତାଙ୍କର ଏକ ଜରୁରୀ କାର୍ଯ୍ୟ ପାଇଁ ଆସି ପାରି ନଥିବାରୁ ଫୋନ୍ ଯୋଗେ କଥା ହୋଇ ଆମକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ କହି ଥିଲେ ।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ

Related posts

ମୃତ୍ୟୁଞ୍ଜୟ ବୈଦ୍ୟ ସଂଘ ପକ୍ଷରୁ ଧନ୍ୱନ୍ତରୀ ଜୟନ୍ତୀ ପାଳିତ

Sunil Chandra Nayak

ଜନଜାଗରଣ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ

Sunil Chandra Nayak

ମଣଦାରେ କାଳବୈଶାଖୀ ବଜ୍ରପାତରେ ଅକାଳରେ ମହିଳା ସମେତ ଦୁଇଜଣଙ୍କର ଗଲା ପ୍ରାଣ

Sunil Chandra Nayak

Leave a Comment

error: Content is protected !!