ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟାଙ୍ଗରା ପାହାଡ଼ ଇନ୍ଦ୍ରାବତୀ ଜଳ ଭଣ୍ଡାର ପାଇଁ ଆଗାମୀ ଦିନରେ ବିପଦ ସଂକେତ

ତେନ୍ତୁଳିଖୁଣ୍ଟି :- ୧୪/୦୭/୨୨ ଜୀବ ଜଗତ ରେ ଯେତେ ପ୍ରାଣୀ ଅଛନ୍ତି ସେହି ଅନୁପାତ ରେ ବୃକ୍ଷ ର ଆବଶ୍ୟକ ରହିଛି।ଯଦିବା ବୃକ୍ଷ ନ ରହିଲେ ଜୈବ ଶୃଙ୍ଖଳ ପ୍ରତିହତ ହେଲେ ଜୀବ ଜଗତ ପାଇଁ ବିପଦ ବୋଲି ପରିବେଶ ବିଶେଷଜ୍ଞ ପ୍ରକାଶ କରନ୍ତି।ଆଜକୁ40ପୂର୍ବେ ଏହି ଇନ୍ଦ୍ରାବତୀ ଡ୍ୟାମ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।ସେହି ସମୟ ଇନ୍ଦ୍ରାବତୀ ନଦୀ କୁଳ ବିରାଟ ବିରାଟ ପାହାଡ଼ ଓ ଜଙ୍ଗଲ ପରିପୂର୍ଣ୍ଣ ରହିଥିଲା।ପାହାଡ଼ କୁ ପାହାଡ଼ ସଂଯୋଗ କରି ଇନ୍ଦ୍ରାବତୀ ବନ୍ଧ ନିର୍ମାଣ ହୋଇଛି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିବା ଏହି ସ୍ଥାନ ଏବେ ଟାଙ୍ଗରା ପାହାଡ଼ ହୋଇଯାଇଛି। ପ୍ରାକୃତିକ ଭାବେ ପାହାଡ଼ ପୂର୍ବ ର୍ସୌନ୍ଦର୍ଯ୍ୟକୁ ଫେରିବା ପାଇଁ ଚେଷ୍ଟା କରୁଛି ହେଲେ ସ୍ୱାର୍ଥପର ମଣିଷ ସରକାରୀ ଅଧିକାରୀ ଙ୍କ ବେପୁରୁଆ ମନୋବୃତ୍ତି ଆଜି ଏହି ସୌନ୍ଦର୍ଯ୍ୟ ପୂର୍ଣ ପାହାଡ଼ ଆଜି ବୃକ୍ଷ ଶୂନ୍ୟହୋଇ ସୁରକ୍ଷା କୁ ଅନାଇ ବସିଛି ପାହାଡ଼। ସରକାର ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ବନ ପାହାଡ଼ ଭରିଥିବାରୁ ଏହାର ସୁରକ୍ଷା ଦେବାପାଇଁ ସରକାର ଜଙ୍ଗଲ ପାଇଁ ଜଙ୍ଗଲ ବିଭାଗ ଓ ଜମି ପାଇଁ ରାଜସ୍ୱ ବିଭାଗ ସ୍ବତନ୍ତ୍ର ଭାବେ ସୁଚାରୁ ପରିଚାଳନା ପାଇଁ ରଖିଥିବା ବେଳେ ଉକ୍ତ ବିଭାଗର ପାରାଗାର୍ଡ ଠାରୁ ବିଭାଗୀୟ ସଚିବ ଓ କାର୍ଯ୍ୟ ସମ୍ପାଦନ ପାଇଁ ଜଙ୍ଗଲ ବିଭାଗ ମନ୍ତ୍ରୀ ମଧ୍ୟ ରହିଛି।ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲ ଜୀବ ଙ୍କ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପାଦ ପାଦ କୁ କର୍ମଚାରୀ ନିଯୁକ୍ତି ଥିବା ସତ୍ତ୍ୱେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବନାଞ୍ଚଳ ଜଙ୍ଗଲ ଗଛ ବେଧଡ଼କ ଭାବେ କାଟି ବନବାସୀ ପୋଡ଼ୁଚାଷ କରୁଛନ୍ତି । ପାହାଡ଼ ଗୁଡିକ ଟାଙ୍ଗରା ହୋଇଯାଇଛି।ଟାଙ୍ଗରା ପାହାଡରେ ବନୀକରଣ କରି ପାହାଡ଼ ର ସୌନ୍ଦର୍ଯ୍ୟ ବଢାଇବା ସହ ଜୀବ ଜଗତ ଜୀବନ ଶୈଳୀ ସନ୍ତୁଳିତ ରଖିବା ପାଇଁ ବୃକ୍ଷ ରୋପଣ ନା ରେ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ତେନ୍ତୁଳିଖୁଣ୍ଟି ଜଙ୍ଗଲ ବିଭାଗ କେଉଁ ସ୍ଥାନରେ ଗଛ ଲଗାଇ ଥିବା ଆଜି ପ୍ରଯ୍ୟନ୍ତ ଗୋଟିଏ ବି ସ୍ଥାନ ଆଖିଦୁଷିଆ ନାହିଁ । ବନୀକରଣ କରି ସଂରକ୍ଷଣ କରାଯାଇଥିବା ମଞ୍ଚ।ଗାଁ ଓ ବଙ୍ଗଳା ଗୁଡା ଜଙ୍ଗଲରୁ ବୃକ୍ଷ କଟା ଚାଲିଥିଲେ ମଧ୍ୟ କିଛି ପଦକ୍ଷେପ ବନ ବିଭାଗ ନେଉନି।କିନ୍ତୁ ବନୀକରଣ ନାମରେରେ ତେନ୍ତୁଳିଖୁଣ୍ଟି ବନ ବିଭାଗ କୁ ସରକାରୀ ଅର୍ଥ ଖର୍ଚ୍ଚ ହୋଇଛି।ବର୍ତ୍ତମାନ ଇନ୍ଦ୍ରାବତୀ ନଦୀ କୁଳରେ ଥିବା ଟାଙ୍ଗରା ପାହାଡ଼ ବୃକ୍ଷ ନ ଥିବାରୁ ମାଟି ଅତଡା ଖସି ଇନ୍ଦ୍ରାବତୀ ନଦୀ ଗର୍ବ କୁ ଧସି ଯାଉଛି।ଯ ଦ୍ବାରା ନଦୀର ଆସ୍ତେ ଆସ୍ତେ ପୋତି ହେବା ସହ ଜଳ ପତନ ଘଟିବାରେ ଲାଗିଛି। ଏପରିକି ପାହାଡ଼ରୁ ବାହାରୁଥିବା ଝର ମଧ୍ୟ ଦିନକୁ ଦିନ କମ ହେବାକୁ ଲାଗିଛି। ଏଣୁ ଜଳ ଭଣ୍ଡାର ର ଜଳସ୍ତର ଆଉ ଆଖିଦୃଶିଆ ବୃଦ୍ଧି ହେଉନି। ଫଳତଃ ଜଳସ୍ତର ବୃଦ୍ଧି ନ ହେବା ଯୋଗୁଁ ବିଦ୍ୟୁତ ଉତ୍ପାଦନ ହ୍ରାସ ସହ ପଡୋଶୀ ଜିଲ୍ଲାରେ ଜଳସେଚନ ମଧ୍ୟ ପ୍ରଭାବିତ ହେଉଛି।। ରକ୍ଷକ ଯଦି ଭକ୍ଷକ ସାଜେ ରାଜସ୍ବ ଯୋଗାଇ ନିଜ ଜିଲ୍ଲା ରାଜ୍ୟ ଓ ଦେଶ ନାମ ଅର୍ଜନ କରିଥିବା ଇନ୍ଦ୍ରାବତୀ ଜଳ ପ୍ରକଳ୍ପ ଯଦି ଜଙ୍ଗଲ ବିଭାଗ ଶୁଭ ଦୃଷ୍ଟି ନ ପଡେ।ବେପୁରିଆ କର୍ମଚାରୀ ନିଯୁକ୍ତି ନ ଦେଇ ସଚୋଟ କର୍ମଚାରୀ ନିଯୁକ୍ତି ଦେଇ ଟାଙ୍ଗରା ପାହାଡ଼ରେ ବୃକ୍ଷ ରୋପଣ କରି ଅଂଚଳ ଓ ଇନ୍ଦ୍ରାବତୀ ଡ୍ୟାମ କୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଫେରାଇ ଆଣିବାକୁ ଅଞ୍ଚଳରେ ଦାବୀହେଉଛି। ରେଞ୍ଜର ତଡିତ ସ୍ୱାଇଁ ଙ୍କୁ ପଚାରି ବାରୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିବି। ଗୋବର୍ଦ୍ଧନ ସାହୁ, ତେନ୍ତୁଳିଖୁଣ୍ଟି ଙ୍କ ରିପୋର୍ଟ 

Related posts

ଇଦ ମିଲାଦୁନ ନବୀ ପାଳିତ

Sunil Chandra Nayak

ଶିଶୁ କବିତା – କୁକୁଡ – କୁ

Sunil Chandra Nayak

ସାରସଗୁଡା ହରିଜନ ସାହିରେ ପାଣିବନ୍ଦୀ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort