ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଜ୍ରପାତରେ ମହିଳା ଗୁରୁତର ମେଡିକାଲରେ ଭର୍ତ୍ତୀ

ଢେଙ୍କାନାଳ, କାମାକ୍ଷାନଗର 16/7/22 ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମରେ ଆଜି ସଂଧ୍ୟା ୫ ଘଟିକା ସମୟରେ ଭୁବନ ଅଞ୍ଚଳରେ ଘଡଘଡି ସହିତ ବର୍ଷା ହୋଇଥିଲା । ତେବେ ସୁରପ୍ରତାପପୁର ଗ୍ରାମର ଦେବରାଜ ମହାନ୍ତିଙ୍କ ସ୍ତ୍ରୀ ଚାନ୍ଦ ମହାନ୍ତି ୨୫ ବର୍ଷ ଘରେ ଛିଡା ହୋଇଥିବା ସମୟରେ ବଜ୍ରପାତ ହୋଇଥିଲା ।  ବଜ୍ରପାତ ଆଘାତରେ ସେ ତଳେ ପଡିଯାଇଥିଲେ ।  ତାଙ୍କୁ ପରିବାର ଲୋକେ ଅଚେତ ଅବସ୍ଥାରେ ଭୁବନ ମେଡିକାଲରେ ଭର୍ତ୍ତୀ କରାଇଥିଲେ। ମେଡିକାଲରେ ଡାକ୍ତର ଆନନ୍ଦିତା ପରିଡା ଚିକିତ୍ସା କରାଇଛନ୍ତି । ତେବେ ଚାନ୍ଦ ମହାନ୍ତିଙ୍କର ହୋଶ ଆସିନଥିବା ଖବର ମିଳିଛି ।

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ସାଧନା ପଣ୍ଡା ଙ୍କ କବିତା ତାରୁଣ୍ୟ ସ୍ମାରକି ଲୁଚି ଗଲା 

Sunil Chandra Nayak

ବାଲେଶ୍ଵର – ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ଚୌଦ୍ୱାର କଟକ

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା ତାରୁଣ୍ୟ

Sunil Chandra Nayak

Leave a Comment

error: Content is protected !!