ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

୪୯ଟି ବ୍ଲକରେ ଏବେବି ୩୫% ଛୁଇଁନି ଜଳସେଚନ

୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା ସେଥିରୁ ୪୬ଲକ୍ଷ ୨୭ହଜାର ୭୬୪ ହେକ୍ଟର ଚାଷ ଜମିରେ ଜଳସେଚନ ସୁବିଧା ରହିଛି। ଏହା ମୋଟ ଚାଷ ଜମିର ୭୪.୮୮ ପ୍ରତିଶତ…ମନ୍ତ୍ରୀ ଟୁକୁନି ସାହୁ

ଦୀର୍ଘ ଦେଢ଼ ଦଶନ୍ଧି ଧରି ରାଜ୍ୟ ସରକାରଙ୍କ ବାରମ୍ବାର ପ୍ରତିଶ୍ରୁତି ସତ୍ତ୍ୱେ ଏବେବି ରାଜ୍ୟର ୪୯ଟି ବ୍ଲକରେ ଜଳସେଚନ ୩୫% ଛୁଇଁପାରିନି । ଏଥିରୁ ଅଧିକାଂଶ ବ୍ଲକରେ ଜଳସେଚନ ୨୦ ପ୍ରତିଶତରୁ କମ୍ ରହିଛି । ସେହିପରି ରାଜ୍ୟରେ ମୋଟ ଚାଷ ଜମି ୬୧.୮୦ଲକ୍ଷ ହେକ୍ଟର ଥିବାବେଳେ ସେଥିରୁ ୭୪.୮୮ ପ୍ରତିଶତ ଜମିରେ ଜଳସେଚନ ସାମର୍ଥ୍ୟ ସୃଷ୍ଟି କରାଯାଇଛି ।ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଆଜି ବିଧାନସଭାରେ ବିଧାୟକ ନରସିଂହ ମିଶ୍ର ଓ ପ୍ରଫୁଲ୍ଲ ସାମଲଙ୍କ ଦୁଇଟି ଭିନ୍ନ ଭିନ୍ନ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟରେ ମୋଟ ୩୧୪ଟି ବ୍ଲକ ମଧ୍ୟରୁ ୪୯ଟିରେ ୩୫ ପ୍ରତିଶତରୁ କମ୍ ଜଳସେଚନ ସୁବିଧା ରହିଛି । ଏହି ବ୍ଲକଗୁଡ଼ିକରେ ବୃହତ, ମଧ୍ୟମ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସମେତ ଗୋଷ୍ଠୀ ଉଠା ଜଳସେଚନ, ଗଭୀର ନଳକୂଳ, ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଆଦି ଅଧିକ ସଂଖ୍ୟକ ନିର୍ମାଣ କରାଯାଇ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ନିମନ୍ତେ ପଦକ୍ଷେପ ନିଆଯାଉଛି ।ସେହିପରି ରାଜ୍ୟରେ ମୋଟ ଚାଷ ଉପଯୋଗୀ ଜମିର ପରିମାଣ ୬୧ଲକ୍ଷ ୮୦ହଜାର ୨୪୬ ହେକ୍ଟର ଥିବାବେଳେ ୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା ସେଥିରୁ ୪୬ଲକ୍ଷ ୨୭ହଜାର ୭୬୪ ହେକ୍ଟର ଚାଷ ଜମିରେ ଜଳସେଚନ ସୁବିଧା ରହିଛି । ଏହା ମୋଟ ଚାଷ ଜମିର ୭୪.୮୮ ପ୍ରତିଶତ । ତେବେ ଏଥିରୁ ବୃହତ୍ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ମାଧ୍ୟମରେ ୧୫ଲକ୍ଷ ୦୯ହଜାର ୯୯୨ ହେକ୍ଟର ଜମି ଜଳସେଚିତ ହୋଇଥିବାବେଳେ ମେଗା ଲିଫ୍ଟ ମାଧ୍ୟମରେ ୨ଲକ୍ଷ ୮ହଜାର ୩୨୫ ହେକ୍ଟର ଜମି, କ୍ଷୁଦ୍ର ଜଳସେଚନରେ ୭ଲକ୍ଷ ୩୬ହଜାର ୫୧୮ ହେକ୍ଟର ଜମି, ଉଠା ଜଳସେଚନରେ ୧୪ଲକ୍ଷ ୪ହଜାର ୯୧୭ ହେକ୍ଟର ଜମି ଓ ଅନ୍ୟାନ୍ୟ ବିଭାଗ ଦ୍ୱାରା ୭ଲକ୍ଷ ୬୮ହଜାର ୦୧୨ ହେକ୍ଟର ଜମିକୁ ଜଳସେଚନ ସୁବିଧା କରାଯାଇଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଜାତୀୟ ଅଙ୍ଗଦାନ ଦିବସ ପାଳନ

Sunil Chandra Nayak

ଦ୍ବିଭାଷୀ ଚଳଚ୍ଚିତ୍ର ‘ମାୟାଦର୍ପଣ’ର ସଂଗୀତ ଲୋକାର୍ପିତ

Sunil Chandra Nayak

ନର୍ଲାରେ ଡ୍ରେନ ବ୍ୟବସ୍ଥା ଥାଇ ରାସ୍ତାରେ ଜମୁଛି ପାଣି

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort