ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଙ୍ଗୋମୁଣ୍ଡା ପଡିଆରେ ବୃକ୍ଷରୋପଣ କଲେ ନେହେରୁ ଯୁବକ ସଂଘ

କୋକସରା,୨୩/୭- ( ମ ନି ସ) କଳାହାଣ୍ଡି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ କୋକସରା ବ୍ଲକ ବଙ୍ଗୋମୁଣ୍ଡା ନେହେରୁ ଯୁବକ ସଙ୍ଘ ର ମିଳିତ ଆନୁକୂଲ୍ୟରେ ବଙ୍ଗୋମୁଣ୍ଡା ଫୁଟବଲ ପଡିଆ ରେ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ନେହେରୁ ଯୁବକେନ୍ଦ୍ରର ସ୍ବେଛାସେବୀ ଦୁର୍ମାନ୍ୟ ଶବର, ଚରଣ ସିଂ ବାଗ, ସମେତ ବଙ୍ଗୋମୁଣ୍ଡା ଗ୍ରାମ ନେତାଜୀ ଯୁବକ ସଙ୍ଘ ର ସଭାପତି ତୁଳସୀ ରାମ ପୁଝାରି, ସମ୍ପାଦକ ମହମ୍ମଦ ଖାଁ, ଉମେଶ ଗହୀର, ପିଣ୍ଟୁ ଗହୀର, ଡିଙ୍ଗର ବଚ୍ଛା, ହିରଣ୍ୟ ଗହୀର, ଈଶ୍ୱର ମାଝୀ ଓ ଅନ୍ୟ ଯୁବକ ମାନେ ଉପସ୍ଥିତ ରହି ବୃକ୍ଷରୋପଣ ସହ ପରିବେଶ ସୁରକ୍ଷା ପାଇଁ ଶପଥ ନେଇଥିଲେ।

Related posts

ରାଇରଙ୍ଗପୁରରେ ଶହୀଦ ନୁଦୁରାମ ସୋରେନ ଟ୍ରଷ୍ଟ ଆନୁକୂଲ୍ୟରେ ୭୬ ତମ ସ୍ବାଧିନତା ଦିବସ ପାଳିତ

Sunil Chandra Nayak

ମମତା ସାହୁ ଙ୍କ କବିତା ଘୋଷ ଯାତ୍ରା

ଅପର୍ତ୍ତି ସେଠୀ ଙ୍କ କବିତା କାଶତଣ୍ଡୀ ଏବେ ହସିଲାଣି

Sunil Chandra Nayak

Leave a Comment

error: Content is protected !!