ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୋଲ ନିର୍ମାଣରେ ବିଳମ୍ବ, ଭୟଭିତ ଅବସ୍ଥାରେ ନଦୀ କୁଳିଆ ଗ୍ରାମବାସୀ

ବାଲେଶ୍ଵର,୨୩/୭/୨୨- ଜଳବାୟୁ ପରିବର୍ତ୍ତନ ହେବା ସହିତ ଲଘୁଚାପ ବର୍ଷା ଲଗାତାର ଲାଗି ରହିଛି । ଖରସ୍ରୋତା ଓ ଜଳକା ନଦୀର ଜଳ ସ୍ତର ବଢିବାରେ ଲାଗୁଛି । ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ମଥାନୀ ପଞ୍ଚାୟତରେ ମଥାନୀ ଛକ ଓ ସାନଖୁଡି ଠାରେ ଦୁଇଟି ପୋଲ ନିର୍ମାଣ କାର୍ଯ୍ଯ ଦୀର୍ଘ ଦୁଇବର୍ଷରୁ ଉର୍ଦ୍ଧ ଦିନଧରି ମନ୍ଥର ଗତିରେ ଚାଲିଛି । ଯାହାଫଳରେ ମୂର୍ତ୍ତିକା କ୍ଷୟ ହେବା ସହିତ ଦୁଇଟି ସ୍ଥାନରେ ନଦୀକୁ ମାଟି ପକାଇ ଆକଟକରି ଗୋଟିଏ ପଟ ଦେଇ କେନାଲ କରି ପାଣି ନିସ୍କାସନ କରା ଯାଉଛି । ଫଳରେ ମୟୂରଭଞ୍ଜ ଜିଲ୍ଲାରୁ ଲଘୁଚାପ ଜନିତ ବର୍ଷାପାଣି ଏହି ଜଳକା ନଦୀରେ ପ୍ରବାହିତ ହେବା ଫଳରେ ନଦୀର ଦୁଇପାର୍ଶ୍ବର ଭେଡି ବନ୍ଧରୁ ସ୍ଥାନେ ସ୍ଥାନେ ଅତଡା ଖସିବା ଫଳରେ ବର୍ଷାପାଣି ଗାଁଗଣ୍ତାରେ ପଶି ବହୁ ଧନ ଜିବନ ନଷ୍ଟ କରିବ ବୋଲି ଗ୍ରାମବାସୀଙ୍କ ମଧ୍ଯରେ ଭୟର ବାତା ବରଣ ସୃଷ୍ଟି ହୋଇଛି । ତେବେ ଦୁଇ ବର୍ଷରୁ ଉର୍ଦ୍ଧ ଧରି ନିର୍ମାଣଧିନ ପୋଲ କାର୍ଯ୍ଯ ମନ୍ଥର ଗତିରେ କାର୍ଯ୍ଯ ହେବାଫଳରେ ବନ୍ଯା ଆସିଲେ ବାହାର୍ଦ୍ଦା ପଞ୍ଚାୟତର ମେଳକ, ତାପଣ୍ତା, ପେଗରପଡା, ଧଳସାହି, ଚନ୍ଦନସିଆ, ମଥାନୀ, ସାମଲ ସାହି, ମଥାନୀ ପଞ୍ଚାୟତର, ସାନଖୁଡି, ଶିବଗତିଆ, ଲକ୍ଷ୍ମଣାପଡା, ଧାନହଣ୍ତା, ତିଡିରିଆବଡଖୁଡି, ସାନଖୁଡି ହରିଜନ ସାହି ଗୁଡିକ ଜଳମଗ୍ନ ହେବା ସହିତ ବହୁ ଧନଜିବନ ନଷ୍ଟ ହେବ ବୋଲି ଏବେଠାରୁ ଜଣା ପଡୁଛି । ତେବେ ଜିଲ୍ଲା ପ୍ରଶାସନ ଏବେଠାରୁ ତତ୍ପରତା ସହକାରେ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଭେଡି ବନ୍ଧ ଭାଙ୍ଗିଲେ ଏହି ସବୁ ଗ୍ରାମ ନଦୀ ଗର୍ଭରେ ଲିନ ହୋଇଯିବ ବୋଲି ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ଯଥାଶୀଘ୍ର ପ୍ରଶାସନ ପକ୍ଷରୁ ଦୃଢ ପଦକ୍ଷେପ ନେବା ପାଇଁ ମେଳକ ଗ୍ରାମର ରଜନୀକାନ୍ତ ନାୟକ, ପେଗରପଡା ଗ୍ରାମର ସମାଜସେବୀ ସୁମନ୍ତ କୁମାର ଜେନା, ତପନ ପାତ୍ର, ରମେତଚନ୍ଦ୍ର ପାତ୍ର, ଶିବଗତିଆ ଗ୍ରାମର ସୁରେନ୍ଦ୍ର ପରିଡା ସନାତନ ପରିଡା, ଲକ୍ଷ୍ମଣାପଡାର ଜଗବନ୍ଧୁ ଭୂୟାଁ, ଗୌର ମୋହନ ଭୂୟାଁ, ଗଦାଧର ସିଂହ, ଦାମୋଦର ସିଂହ, ସାନଖୁଡି ନରେନ୍ଦ୍ର ପାତ୍ର, ଦେବବ୍ରତ ମହାପାତ୍ର, ମଧୁସୁଦନ ଦାସ, ପଦ୍ମଲାଭ ସାହୁ, ଅଶୋକ ଦାସ, ସଞ୍ଜୟ ବେହେରା ସମେତ ଅଞ୍ଚଳର ଜନସାଧାରଣଙ୍କ ମଧ୍ଯରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଯଥାଶୀଘ୍ର ପଦକ୍ଷେପ ନେବାପାଇଁ ଦାବି କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଡ.ପ୍ରଶାନ୍ତ କୁମାର ଶତପଥୀ ଙ୍କ କବିତା ଗୁରୁ

Sunil Chandra Nayak

ଭାଲୁ ଟାଙ୍ଗାରା ଗ୍ରାମରେ ଆଦିବାସୀ ଉତ୍ସବ ପାଳନ

Sunil Chandra Nayak

ରାଇରଙ୍ଗପୁର ଅନୂସୂଚିତ ଜନଜାତି/ଜାତି ବାଳିକା ଉଚ୍ଚ ବିଦ୍ୟାଳୟରେ ୭୩ ତମ ଵନ ମହୋତ୍ସବ ପାଳିତ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort