ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାରଓ୍ବାଡୀ ଯୁବମଞ୍ଚ ପକ୍ଷରୁ ଅଭିବାଦନ ଓ ସେବା ହର ହର ମହାଦେବ 

ଭବାନୀପାଟଣା:୨୫/୭- ମ.ନୀ.ସ:- ଆଜି 25/07/2022 ସୋମବାର ଭବାନୀପାଟଣା ଶାଖା ମାରୱାଡୀ ଯୁବ ମଞ୍ଚ ପକ୍ଷରୁ ଦୀର୍ଘ ୧୮ କିଲୋମିଟର ଯାତ୍ରା କରୁଥିବା କାଉଡିଆ ଙ୍କ ପାଇଁ  ଛତିଗୁଡା ଶିବ ମନ୍ଦିର ପ୍ରାଙ୍ଗଣରେ  ସେବା କାର୍ଯ୍ୟକ୍ରମ କରାଯାଇଥିଲା। ସମସ୍ତଙ୍କ ପାଇଁ ଜଳ, ଚା, ବିସ୍କୁଟ ଏବଂ ଫଳ ଯୋଗାଇ ଦେବା ବ୍ୟବସ୍ଥା ଆୟୋଜନ ହୋଇଥିଲା ଏଥିରେ ୩୫୦ ରୁ ୪୦୦ ଲୋକ ଏହାର ସୁଯୋଗ ନେଇଥିଲେ | ମଞ୍ଚର ଅଧକ୍ଷ ଯୁବା ଯୋଗେଶ ଅଗ୍ରୱାଲ, କୋଷାଧ୍ୟକ୍ଷ ମନୀଷ ଶର୍ମା, ଅମନ ଅଗ୍ରୱାଲ, ଅମନ ଅଗ୍ରୱାଲ (ମୋନୁ) ଏବଂ ବିପୁଲ ଅଗ୍ରୱାଲ ମଞ୍ଚ ପକ୍ଷରୁ ଏହି  ସେବା କାର୍ଯ୍ୟ ପରିଚାଳନା କରିଥିଲେ। ଯୁବା କମଲ କିଶୋର ଅଗ୍ରୱାଲ ଙ୍କୁ ତାଙ୍କର ବିଶେଷ ସହାୟତା ପାଇଁ ମଞ୍ଚ ତରଫରୁ ଯୁବା ଯୋଗେଶ ଅଗ୍ରୱାଲ,ସଚିବ ସୌରଭ ଗୁପ୍ତା, କୋଷାଧ୍ୟକ୍ଷ ଯୁବା ମନୀଷ ଶର୍ମା, ପ୍ରମୁଖ ଅନେକ ଅନେକ ସାଧୁବାଦ ଜଣେଇଛନ୍ତି।

ଭବାନୀପାଟଣା ରୁ କିଷନ୍ କୁମାର ଶର୍ମା ଙ୍କ ରିପୋର୍ଟ

Related posts

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ପ୍ରେମ

Sunil Chandra Nayak

ଉତ୍କେଲା ସରପଞ୍ଚ ନରେନ୍ଧ୍ର ମାଝି ଙ୍କ ପ୍ରଥମ ପଦକ୍ଷେପ

Sunil Chandra Nayak

ବବି ଜୈନ୍ ଙ୍କ କବିତା କଳ୍ପନା

Sunil Chandra Nayak

Leave a Comment

error: Content is protected !!