ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅନନ୍ୟା ଏକପଦୀମାଳାରେ ଭଞ୍ଜଭୂମିର କନ୍ୟାଙ୍କୁ ସୁନ୍ଦର ମୋ ଭାଷା ସାହିତ୍ୟ ତରଫରୁ ଅଭିବାଦନ ଜ୍ଞାପନ

ବାଲେଶ୍ଵର,୨୬/୭/୨୨ – କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ ଜମ୍ଭରା ଗ୍ରାମର ସୁନ୍ଦର ମୋ ଭାଷା ସାହିତ୍ୟ ପରି ଏକ ଅଗ୍ରଣୀ ଅନୁଷ୍ଠାନ ର ୨୮୫ ତମ ଅନନ୍ୟା ନବକଳେବର ଏକପଦୀମାଳା ଆସରରେ ଭଞ୍ଜଭୂମିର କନ୍ୟା ତଥା ୧୫ତମ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିବାଦନ ଜ୍ଞାପନ କରାଯାଇଛି । ଶୁଭ ସନ୍ଧ୍ୟାର ଏ ମାଧୁର୍ଯ୍ୟ ଭରା ଆସର ଅନୁଷ୍ଠାନ ମୁଖ୍ୟ ନାରାୟଣ ଚନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ବାଲେଶ୍ଵରର ସୁସାହିତ୍ୟିକା ମୁଖ୍ୟ ଅତିଥି ଓ ଅଢେଇଦ୍ୱାର କେନ୍ଦୁଝର ନିବାସୀ ସୁଶିକ୍ଷକ ଓ ଚଳଚ୍ଚିତ୍ର ଅଭିନେତା ମଣ୍ଡଳ କୁମାର ପଣ୍ଡା ବରେଣ୍ଯ ଅତିଥି ଆସନରେ ଆସୀନ ହୋଇଥିଲେ । ଶୁଭ ସନ୍ଧ୍ୟାର ମାହେନ୍ଦ୍ରବେଳାରେ ସୁଶ୍ରୀ ଆରାଧ୍ୟଙ୍କ ଶୁଭ ଶଙ୍ଖଧ୍ୱନି ଓ ବଡ଼ବିଲ ଅଙ୍କିତା ଦାସ ତଥା ସୁକଣ୍ଠଶିଳ୍ପୀ ରବୀନ୍ଦ୍ର ମହାପାତ୍ର ଓ ମାନସୀ ପାତ୍ରଙ୍କ ଜଗନ୍ନାଥ ଭଜନ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ସମ୍ପାଦକ ଶ୍ରୀ ସେନାପତିଙ୍କ ପରିଚୟ ପ୍ରଦାନ ପରେ ମୁଖ୍ୟ ଅତିଥି ଓ ବରେଣ୍ୟ ଅତିଥିଙ୍କର ମହନୀୟ ବାର୍ତ୍ତା ସଭିଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା । ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଖୋର୍ଦ୍ଧା ନିବାସୀ ପ୍ରଫୁଲ୍ଲ କୁମାର ହୋତାଙ୍କ ଏକପଦୀମାଳା ଉଦ୍ଘାଟନ ଓ ଶୀର୍ଷକ ‘ ଭଞ୍ଜଭୂମିର କନ୍ୟା ତୁମେ ମହୀୟସୀ ତୁମେ ଅନନ୍ୟା ‘ ଆହ୍ବାନରେ ଶକୁନ୍ତଳା ମିଶ୍ର, ଭରତବନ୍ଧୁ ବିଶ୍ୱାଳ, ଦୀପ୍ତି ଦେବଦର୍ଶିନୀ ସୂତାର, ଜ୍ୟୋତ୍ସ୍ନାମୟୀ ସାହୁ, ଉମାକାନ୍ତ ଦାସ ସମେତ ୫୨ ଜଣ ବିଶିଷ୍ଟ କବି କବୟିତ୍ରୀ ପ୍ରାସଙ୍ଗିକ ସୁନ୍ଦର ଏକପଦୀ ଲେଖି ଅନନ୍ୟା କୁ ପ୍ରେରଣ କରିଥିଲେ ।ବିଶିଷ୍ଟ ସାହିତ୍ୟିକ ଦେବାଶିଷ ଚକ୍ରବର୍ତ୍ତୀ, ପ୍ରଭଞ୍ଜନ ତ୍ରିପାଠୀ, ବିଦ୍ୟୁତପ୍ରଭା ମିଶ୍ର, ଗଜନୀ ଚନ୍ଦ୍ରଶେଖର ନିରୀକ୍ଷଣର ମଙ୍ଗ ଧରିଥିବା ବେଳେ ସୁକବି କବୟିତ୍ରୀ ହାସ୍ୟମୟୀ ରାଜ, ଧୀରେନ୍ଦ୍ର ମଲ୍ଲିକ, ନରେନ୍ଦ୍ର ପ୍ରସାଦ ବେହେରା, ଅଂଶୁମାନ ସ୍ବାଇଁ ପର୍ଯ୍ୟବେକ୍ଷଣର ପ୍ରକୃଷ୍ଟ ଭୂମିକା ନିଭାଇଥିଲେ । ମାନବାଧିକାର ସଦସ୍ୟ ତଥ ଅନନ୍ୟା ମୁଖ୍ୟ ସଂଚାଳକ ହରି ଭାଇଙ୍କ ଅଭିନୟ ବେଶ ହୃଦୟସ୍ପର୍ଶୀ ଥିଲା । ଅନନ୍ୟା ପରିବାରର ୨୨୨ଜଣ ସାହିତ୍ୟ ପ୍ରେମୀ ଅଂଶଗ୍ରହଣ ମତାମତ ଦେଇ ଉତ୍ସାହିତ କରିଥିବା ବେଳେ ସର୍ବମୋଟ ୫୪୨ଟି ଏକପଦୀକୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ପଣ କରାଯାଇଥିଲା । ସମ୍ପାଦନ ମଣ୍ଡଳୀ ଅନନ୍ୟ ପ୍ରତିଭା ପ୍ରୀତିପଦ୍ମା ଦାସଙ୍କ ଅନୁଭବ ବାର୍ତ୍ତା ସହ ସହ ସମ୍ପାଦିକା ହାସ୍ୟମୟୀ ରାଜଙ୍କ ଧନ୍ୟବାଦ ଅର୍ପଣ ଓ ସହ ସମ୍ପାଦକ ବିଷ୍ଣୁ ପ୍ରସାଦ ମିଶ୍ରଙ୍କ ଅନୁଷ୍ଠାନ ବାର୍ତ୍ତା ଓ ଆସର ସମାପ୍ତି ଘୋଷଣା କରାଯାଇଥିଲା । ପ୍ରତାପ ରାଉତ, ଦେବେନ୍ଦ୍ର ନାୟକ, ସଂଯୁକ୍ତା ସାହୁ, ରୁକ୍ମଣୀ ସାହୁ, ବିନତା ଜେନା, ସାଧନା ପଣ୍ଡା, ସହଦେଵ ସାହୁ, ତାନଶ୍ରୀ ପାଣିଗ୍ରାହୀ, ଭାରତୀ ସାହୁ, ସନ୍ତୋଶିନୀ ଦାଶ, କଳ୍ପନା ରାୟ, ଛବିରାଣୀ ପତି, ବସନ୍ତ ବାରିକ, ରୀତା ଅପରାଜିତା ମହାନ୍ତି, ଶୁଭଲକ୍ଷ୍ମୀ ସେଠୀ, ସ୍ୱପ୍ନା ମହାନ୍ତି, ସ୍ୱାଗତିକା ସାହୁ, ବାସନ୍ତୀଲତା ଜେନା, ସନ୍ତୋଷ ସାହୁ, ସୁକୁମାନ ଦିଶାରୀଙ୍କ ସମ୍ପୃକ୍ତି ଓ ଭାବନା ସ୍ଫୁରଣ ପରିବାରକୁ ସ୍ପନ୍ଦିତ କରିଥିବା ବେଳେ ଏହି ଅନୁଷ୍ଠାନ ଫେସବୁକର ୪୯୦୦ ଭାଇ ଭଉଣୀ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କୋକସରା ପଞ୍ଚାୟତ ସମିତି ର ପ୍ରଥମ ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

ଓବିସି ଏସ୍ସି,ଏସ୍ଟି ମିଳିତ ମଞ୍ଚ ବୈଠକ

ଚିଲିଗୁଡା ସରକାରୀ ନୀଳ ମାଧବ ହାଇ ସ୍କୁଲ ସ୍ମାର୍ଟ ସ୍କୁଲ ଭାବରେ ଲୋକାର୍ପିତ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort