ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ଅଞ୍ଚଳ ର ସମାଚାର

ସାପ୍ତାହିକ ବଜାରରେ ଜସମୀନ ଓ ମଣ୍ଟୁ ବିଜେଡି ପାଇଁ ପ୍ରଚାର କମ୍ଫିଲା 

ବନ୍ଧୁଗାଁ ତା,୬/୫/୨୪, ବନ୍ଧୁଗାଁ ବ୍ଲକର ସପ୍ତାହିକ ବଜାରରେ ବିଜେଡି ଦଳର ସାଂସଦ ପ୍ରାଥିନି ଶ୍ରୀମତି କୌସଲ୍ୟା ହିକକା ଓ ଲଷ୍ମୀପୁର ନିର୍ବାଚନ ମଣ୍ଡଳି ପାଇଁ ଶ୍ରୀ ପ୍ରଭୁ ଜାନିଙ୍କୁ ବିଧାୟକ ପାଇଁ ଯୋଡି ଶଙ୍ଖ ରେ ଭୋଟ ଦେଇ ବହୁମୂଲ୍ୟ ସଂଖ୍ୟାରେ ବିଜୟ କୋରାଇବ ବୋଲି ଓଡ଼ିଆ ସିନେମା ଜଗତର ଅଭିନେତ୍ରୀ ଜୋସମିନ ଓ ମଣ୍ଟୁ ଦୁଇଜଣ ବଜାରରେ ଉପସ୍ଥିତ ରହିଥିବା ଭୋଟ ଦାତାଙ୍କୁ ଭାସଣ କହିଲେ I ଆଜିର ଏହି ପ୍ରଚାର ର ଆୟୋଜନ ପୂର୍ବତନ ସାଂସଦ ତଥା କୋରାପୁଟ ଜିଲ୍ଲା ବିଜେଡି ସଭାପତି ଶ୍ରୀ ଝିନ ହିକକାଙ୍କ ସଭାପତିତ୍ୱରେ ହୋଇଥିଲା I ସର୍ବ ପ୍ରଥମେ ବନ୍ଧୁଗାଁ ବ୍ଲକର ବଡ଼ ସରପଲିର ସାପ୍ତାହିକ ବଜାରରେ ପ୍ରଚାର କରିବା ପରି ସାନ ସରପଲି ଛକ ଓ ନିଲାବାଡ଼ି ଠାରେ ପ୍ରଚାର ପାଇଁ ଅଭିନେତା ଓ ଅଭିନେତ୍ରୀ ଙ୍କ ତାଳେ ତାଳେ ବନ୍ଧୁଗାଁ ବ୍ଲକର ୧୩ ଗୋଟି ପଞ୍ଚାୟତ ରୁ ଆସିଥିବା ୩ ହଜାରରୁ ଉର୍ଦ୍ଧ ବିଜେଡି କର୍ମୀ ସାତ ଦେଇ ପ୍ରଚାରକୁ ଧୁମ କମ୍ଫେଇ ଥିଲେ I ବିଜେଡି ପାଇଁ ଯେଉଁ ପ୍ରକାର ଭାବରେ ଦୁଇ ଅଭିନେତା ଓ ଅଭିନେତ୍ରୀ ନବୀନ ବାବୁ ଓଡିଶା ପାଇଁ କରିଥିବା ଉନ୍ନତି  ମୂଳକ ଓ ଦିନକୁ ଦିନ ଲୋକଙ୍କ ପାଇଁ ୨୪ ଘଣ୍ଟା କଷ୍ଟ କରି ଅନେକ ଯୋଜନା କରି ସୁବୁ ବିଭାଗ ଓ ସମସ୍ତ କ୍ଷେତ୍ର ପାଇଁ ଉନୟନ କରିଥାନ୍ତି I ଏହି ଯୋଜନା ବିଷୟରେ ଜସ୍ମିନ ଓ ମଣ୍ଟୁ ଦୁଇ ଜଣ ଓଡ଼ିଆ ଓ ତେଲୁଗୁ ଭାଷାରେ ଉଭୟ ଭାସଣ ଦେଉଥିଲେ ଲୋକେ ଛିଡା ହୋଇ ବହୁତ ଆନନ୍ଦ ସହ ଶୁଣି ଜାଗାରୁ ହଟୁ ନ ଥିଲେ I ହିରୋ ଓ ହିରୋଇନ ଦୁହେଁ ନବୀନ ପଟ୍ଟନାଏକ ଜିନ୍ଦାବାଦ.. ଶଙ୍ଖ ଚିନ୍ନ ଜିନ୍ଦାବାଦ… ପ୍ରଭୁ ଜାନି ଜିନ୍ଦାବାଦ… କୌଶଲ୍ୟା ହିକକା ଜିନ୍ଦାବାଦ.. 5t ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ସାର ଜିନ୍ଦାବାଦ ଏପରି ଭାବରେ ନାରା ଜ୍ୱର ଧରିଥିବା ସହ ଲୋକଙ୍କ ଭିଡ଼ ଖୁବ ଜମିଥିଲା I

=============================

ମା ଇଦଲାମା ଠାକୁରାଣୀ ଘଟ ଯାତରା ପାଇଁ ପ୍ରସ୍ତୁତି ବୈଠକ 

ବନ୍ଧୁଗାଁ ତା,୫/୫/୨୪, ବନ୍ଧୁଗାଁ ଗ୍ରାମ ପଞ୍ଚାୟତର ବନ୍ଧୁଗାଁ ଗ୍ରାମର ଯଗ୍ନନାଥ ମନ୍ଦିର ଠାରେ ମା ଇଡଲାମା ଠାକୁରଙ୍କୁ ଘଟ ଯାତରା ପାଇ ଆଜି ପ୍ରସ୍ତୁତି ବୈଠକ ହୋଇଯାଇଛି I ଏହି ବୈଠକ ପୂଜା କମିଟିର ସଭାପତିଙ୍କ ସଭାପତ୍ୱରେ ଆୟୋଜନ କୋରାଯାଇଥିଲା I  ବନ୍ଧୁଗାଁ ଗ୍ରାମର ପୂଜା କମିଟିର ସଭାପତିଡି. ଏଁଙ୍କାଟି , ସମ୍ଫାଦକ ଏନ. ଆନାଜିଙ୍କ ଉପସ୍ଥିତ ରହିଥିଲେ I ଆଜିର ଏହି ବୈଠକର ମୁଖ୍ୟ ଲକ୍ଷ ହେଲା ଆଗାମୀ ଅଳ୍ପ ଦିନ ମଧ୍ୟରେ ପରମ୍ଫରା ଅନୁଯାଇ ଯାହା ପୂର୍ବ ପୁରୁଷଙ୍କ ଠାରୁ ଚାଲି ଆସିଥିବା ଗ୍ରାମର ଇଷ୍ଟ ଦେବି ମା ଇଦଲାମା ଠାକୁରାଣୀଙ୍କ ଘଟ ଯାତରା କୋରାଯିବା ପାଇଁ ଆଜି ଗ୍ରାମର ଛୋଟ ବଡ଼ ଭଦ୍ର ବ୍ୟକ୍ତି ଓ ଆଇନ ଯିବି ମାନେ ଉପସ୍ଥିତ ହୋଇଥିଲେ I ଏଥିରେ ମୁଖ୍ୟତ ଗ୍ରାମର v. ଗାଣପତି, ଏସ. ନାଗରାଜୁ.ବିଜୟ କୁମାର ବେବରା, ଚିପୁରପଲି ଶିବା, ବାରାଟମ ଶ୍ରୀନୁବାସ,ଶ୍ରୀନିବାସ ପଟ୍ଟନାୟକ, ମିନା ବେଵରା ଓ ପୂଜାର ଦାୟୀତ୍ୱ ନେଇ ତୁଳାଇ ଥିବା ପୂଜାରି, ଗାଁର ସମ୍ଫାଦକ, ଗ୍ରାମର ବେଜୁଣୀ ଓ ବିଜୁଳି ବିଭାଗର କର୍ମଚାରି,ଜଳ ବିଭାଗ ଓ ଅନ୍ୟାନ୍ୟ ବିଭାଗର କର୍ମଚାରୀ ମାନଙ୍କ ଉପସ୍ଥିତରେ ଆଉ ଗୋଟିଏ ଆଲୋଚନା ଓ କେଉଁ ଦିନରେ ଗାଁ ଠାକୁରାଣୀ ଯାତରା ଆଣାଯାଇ ଯାତରା କୋରାଯିବ ଆରମ୍ଭ କୋରାଯିବା ନେଇ ଦ୍ୱିତୀୟ ବୈଠକ କୋରାଯିବ ବଲି ଆଜିର ପ୍ରଥମ ବୈଠକରେ ସମସ୍ତିଙ୍କ କଥାକୁ ନେଇ ସ୍ଥିର ହୋଇଥିବାର ଜାଣିବାକୁ ମିଳିଛି I

ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଜିଲ୍ଲାରୁ ସୋମନାଥ ଦର୍ଶନ ଯାତ୍ରା 

Sunil Chandra Nayak

ନିଆଁ ଲାଗି ୫ ଏକରଚାଷ ଜମି ର ପନିପରିବା ଓ ଡାଲି ଜାତୀୟ ଫସଲ ନଷ୍ଟ 

Sunil Chandra Nayak

ରାଇରଙ୍ଗପୁର ସହରରେ ବିଭିନ୍ନ ୱାର୍ଡ ରେ ଜୟ ଜଗନ୍ନାଥ ଅର୍ପଣ ରଥର ପରିକ୍ରମା

masiha

Leave a Comment

error: Content is protected !!