ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାସ୍ତା ଉପରେ ଜମୁଛି ବର୍ଷା ପାଣି

ଉତ୍କେଲା,୨୪/୦୭,କେସିଙ୍ଗା ବ୍ଲକ ଉତ୍କେଲା ଲାଲ ପଡାର ମଝୀ ରାସ୍ତା ଉପରେ ବର୍ଷା ହେଲେ କାଦୁଅ ପାଣି ଜମା ହୋଇ ରହୁଛି। ଯାତାୟାତ ରେ ମୁଖ୍ୟତଃ ସ୍କୁଲ ପିଲା ଛୁଆ ଓ ବୟସ୍କ ମାନଙ୍କୁ ଘୋର ଅସୁବିଧା ହେଉଛି ।ରାସ୍ତା କୁ ନେଇ ବାରମ୍ବାର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ସମାଧାନ ହୋଇ ପାରୁନାହିଁ। ପଡାରେ ଲୋକଙ୍କ ସହ ବୁଝାମଣା କରି ପ୍ରଶାସନ ଉପଯୁକ୍ତ ପଦକ୍ଷେପ ନେଇ ତୁରନ୍ତ ଉକ୍ତ ରାସ୍ତା କାଦୁଅ ପାଣି ନିଷ୍କାସନ ପାଇଁ ଦାବୀ ହେଉଛି।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ଇସ୍ପାତ ସହରରେ ଦେବ ବିନ୍ଧାଣୀଙ୍କ ପୂଜାର୍ଚ୍ଚନା

Sunil Chandra Nayak

ବାଇଦାପୋଷୀ ଗ୍ରାମରେ ପିଇବା ପାଣି ପାଇଁ ଗ୍ରାମବାସୀ ହନ୍ତସନ୍ତ

Sunil Chandra Nayak

ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ନିର୍ବାଚନରେ ସାଧାରଣ ବର୍ଗଙ୍କୁ ଉପେକ୍ଷା ନେଇ ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ

Sunil Chandra Nayak

Leave a Comment

error: Content is protected !!