ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜେପି ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ

କୋଷାଗୁମୁଡା ୨୮/୦୭/ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ୍ ଅନ୍ତର୍ଗତ ସନ୍ତୋଷପୁର ଗ୍ରାମ ଠାରେ ବୁଧବାର ବିଜେପି ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା ବୈଠକ ରେ ସାଂଗଠାନିକ ସୁଦୃଢ କେମିତି ହେବ ସେ ବିଷୟରେ ଜିଲ୍ଲା ସଭାପତି ଶ୍ରୀ ଜଗଦୀଶ ବିଶୋଇ ଆଲୋକପାତ କରିଥିଲେ। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଗୌରୀ ଶଙ୍କର ମାଝୀ କହିଥିଲେ ଯେ ଓଡ଼ିଆ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ସର୍ବଶ୍ରେଷ୍ଠ ସାମ୍ବିଧାନିକ ପଦରେ ଅବସ୍ଥାପିତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓ ରାଷ୍ଟ୍ରୀୟ ସଭାପତି ନାଡାଜୀଙ୍କୁ ଧନ୍ୟବାଦ ଦେଇଥିଲେ। ବିଜେପି ନୀତି ଆଦର୍ଶର ଅନୁପ୍ରାଣିତ ହୋଇ ବ୍ଲକ୍ ର ଅନେକ ଯୁବକ ବିଜେପି ରେ ଯୋଗଦାନ କରିଥିଲେ।ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପଦ୍ମନ ନାୟକ,ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ କାହ୍ନୁ ଦାସ,ସିମାଞ୍ଚଳ ବିଶୋଇ,ଅରୁଣ ନାୟକ,ସନ୍ତୋଷ ପଟ୍ଟନାୟକ,ଗୋପୀ ଭତ୍ରା,ରଞ୍ଜିତ ପାଢ଼ୀ,ହରେକୃଷ୍ଣ ପ୍ରଧାନ,ପ୍ରସନ୍ନ ପଟ୍ଟନାୟକ,ଦୁର୍ଜନ ହରିଜନ,ତ୍ରିନାଥ ଅମାନାତ୍ୟ ଙ୍କ ସହ କାର୍ଯ୍ୟକର୍ତ୍ତା ମନେ ଉପସ୍ଥିତ ଥିଲେ।

କୋଷାଗୁମୁଡା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ

Related posts

କର୍ଲାମୁଣ୍ଡା ପ୍ରେସ୍ କ୍ଲବର ରୌପ୍ୟ ଜୟନ୍ତୀ ପାଳିତ 

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଶେଷ ଇଛା 

Sunil Chandra Nayak

ଓଡ଼ିଆ ଚଳଚ୍ଚିତ୍ର “ଶମ୍ଭୁ” ର ଶୁଭ ମହୁରତ

Sunil Chandra Nayak

Leave a Comment

error: Content is protected !!