ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିକଳାଙ୍ଗଙ୍କୁ ସାହାଯ୍ୟ ନିମନ୍ତେ ଦାବି

ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଥାନା ଅନ୍ତର୍ଗତ ଶୋଲଗାଡ଼ିଆ ଗ୍ରାମର ଟିକିଲି ପ୍ରଧାନଙ୍କ ସ୍ୱାମୀ ଚକ୍ରଧର ପ୍ରଧାନ ଆଜିକୁ ଦୁଇବର୍ଷ ହେଲା କୁଷ୍ଠ ରୋଗରେ ପୀଡିତ ଅଛନ୍ତି l ସେ ଜଣେ ଭାଗଚାଷୀ ହୋଇଥିବା କାରଣରୁ ଆଗରୁ ଚାଷ କରି ନିଜର ପରିବାରର ଭରଣ ପୋଷଣ କରୁଥିଲେ l ଟିକିଲି ପ୍ରଧାନ ଜଣେ ଗୃହିଣୀ l କିନ୍ତୁ ତାଙ୍କ ସ୍ୱାମୀ କୁଷ୍ଠ ରୋଗରେ ପୀଡିତ ହେବା ପରେ ତାଙ୍କ ପରିବାର ଚଳିବା ବହୁତ କଷ୍ଟ ହୋଇଯାଇଛି l ତାଙ୍କ ସ୍ୱାମୀଙ୍କୁ ବିକଳାଙ୍ଗ ପ୍ରମାଣ ପତ୍ର ଦିଆଗଲେ ତତ୍ ସହିତ ତାଙ୍କ ଭରଣ ପୋଷଣ ପାଇଁ କିଛି ଆର୍ଥିକ ସାହାଯ୍ୟ ଜିଲ୍ଲା ରେଡକ୍ରସ ପାଣ୍ଠି ରୁ ମିଳିଲେ ତାଙ୍କ ଜୀବନ ସୁଧୁରୀ ଯାଆନ୍ତା ଏବଂ ସେମାନେ ଭଲରେ ରହିପାରନ୍ତେ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଏଥିପାଇଁ ସେମାନେ ଆଜି ଏକ ଲିଖିତ ଦାବିପତ୍ର ଢ଼େଙ୍କାନାଳ ଜିଲ୍ଲପାଳଙ୍କୁ ଦେଇଛନ୍ତି l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ

Related posts

କାଙ୍ଗାଳି ଚରଣ ସେଠୀ ଙ୍କ କବିତା – ଲଳିତା

Sunil Chandra Nayak

ସରକାର ଙ୍କ ପ୍ରତେକ ଯୋଜନା ଓ କାର୍ଯ୍ୟକ୍ରମ କୁ ସମୟ ସୀମା ମଧ୍ୟରେ ଶେଷ କରାଯିବ , କହିଲେ ନୂଆ ଜିଲ୍ଲାପାଳ

Sunil Chandra Nayak

ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟରେ ବିଶ୍ଵ ଏଡ଼ସ ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!