ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁଇ ବାଇକ ମୁହାଁମୁହିଁ ଧକ୍କା , ଜଣେ ମୃତ

ନୂଆପଡା ଜିଲ୍ଲା କୋମନା ଥାନା ବୁଦ୍ଧିକୋମନା ପାତଲେଶ୍ବର ଶିବ ମନ୍ଦିର ରାସ୍ତା ଉପରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହେବା ଯୋଗୁଁ ଜଣେ ବାଇକ ଚାଲକ ର ମୃତ୍ଯୁ ଘଟିଛି,ମୃତକ ଙ୍କ ନାଁ ପ୍ରମୋଦ ସାହୁ ସେ ନୂଆପଡା ଜିଲ୍ଲା ଉଦ୍ୟାନବନ୍ଦ ର ଫଳ ବ୍ୟବସାୟୀ ଦିଲିପ ସାହୁ ଙ୍କ ପୁଅ ବୋଲି ଜଣା ପଡିଛି,ମୃତକ ପ୍ରମୋଦ ସାହୁ ବଲାଙ୍ଗିର ର ଏକ ପ୍ରାଇଭେଟ କମ୍ପାନୀ ରେ କାମ କରନ୍ତି,ଆଜି କାମସାରି ଘର କୁ ଫେରୁଥିବା ସମୟ ରେ ବୁଦ୍ଧିକୋମନା ରେ ଦୁର୍ଘଟଣା ଘଟିଛି,ଅନ୍ୟ ଜଣେ ଦୁର୍ଘଟଣା ଘଟାଇଥିବା ବାଇକ ଆରୋହୀ ଫେରାର ଥିବା ଜଣା ପଡିଛି,କୋମନା ପୋଲିସ ଘଟଣାସ୍ଥଳ ରେ ପହଚିଂ ତଦନ୍ତ କରୁଛି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଭୁବନ ନୀଳକଣ୍ଠ ପୁର ରେ ସର୍ବ କନିଷ୍ଠ ଶହୀଦ ବାଜି ରାଉତ ଙ୍କୁ ଶ୍ରଦ୍ଧା ସୁମନ ଜ୍ଞାପନ

Sunil Chandra Nayak

କଳାହାଣ୍ଡି ଶିକ୍ଷାଜୋନ ଶିକ୍ଷକ ପୁରସ୍କାର ପାଇଲେ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଜେନା 

Sunil Chandra Nayak

ରାଉରକେଲା ରେ ରେଳ ଡିଭିଜନ ଓ ଜିଲ୍ଲା ଘୋଷଣା କରିବାକୁ ସଚେତନ ନାଗରିକ ମଞ୍ଚର ଦାବି

Sunil Chandra Nayak

Leave a Comment

error: Content is protected !!