ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡୁଇଟ୍ ଡେଭିଡ ଫିଲିପ ଙ୍କ କବିତା ଦ୍ଵିତୀୟ ଦେଖା ଏକ ଗୁପ୍ତ କବିତା

ଦ୍ଵିତୀୟ ଦେଖା ଏକ ଗୁପ୍ତ କବିତା

ଇଚ୍ଛା ନ ସମ୍ଭାଳି ଆଉ ଥରେ ଚାହାଁ,

ଦେଖି ଭାବିଲି ଇଚ୍ଛା ପୂର୍ଣ୍ଣ, ଭଲ ନୁହଁ,

ଦ୍ଵିତୀୟ ଇଚ୍ଛାରେ ପାପ କିମ୍ଵା ଜୀବନ ସାଥି,

ନିଜ ପାଇଁ ନୁହଁ ତ ଆଉ କାହା ପାଇଁ ।

 

ପୂର୍ଣ୍ଣ ହୁଏନି ସବୁ ବେଳେ ଦ୍ଵିତୀୟ ଇଚ୍ଛା

ବୁଢ଼ା, ବୁଢ଼ୀ, ଯୁବା, ଯୁବତୀ, କିଶୋର, କିଶୋରୀ, ବାଲ୍ମୀକି !

ଉତ୍ତର ଦାୟିତ୍ଵ ଥିଲାକି ?

 

ଦ୍ଵିତୀୟ ଦେଖା

ଭାବ ପ୍ରବଣତା

ଗୁପ୍ତ କବିତା ।

 

ଡୁଇଟ୍ ଡେଭିଡ ଫିଲିପ

ଏଲ.ଡି, ହାଉସ

ଆମ୍ଲାତୋଳା

ଚାଇବାସା, ଝାଡ଼ଖଣ୍ଡ, 

 

Related posts

ଜବାହର ଉଚ୍ଚ ବିଦ୍ୟାପୀଠରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ

Sunil Chandra Nayak

କବିତା – ଡର

Sunil Chandra Nayak

କଣ୍ଡୁରୀ ଚରଣ ନାୟକ ଙ୍କ କବିତା ସ୍ୱାଗତମ୍ ମୌସୁମୀ 

Sunil Chandra Nayak

Leave a Comment

error: Content is protected !!