ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଔପଦା ଆଦର୍ଶ ବିଦ୍ୟାଳୟ ପରିଦର୍ଶନରେ ପୂର୍ବତନ ମନ୍ତ୍ରୀ 

ବାଲେଶ୍ଵର,୦୩/୮/୨୨- ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକରେ ନିର୍ମିତ ଆଦର୍ଶ ପରିଦର୍ଶନରେ ଯାଇଥିଲେ ପୂର୍ବତନ ମନ୍ତ୍ରୀ ତଥା ସିମୁଳିଆ ବିଧାୟକ ଜ୍ଯୋତି ପ୍ରକାଶ ପାଣିଗ୍ରାହୀ । ପ୍ରଥମେ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କୁ କିପରି ଶିକ୍ଷା ପ୍ରଦାନ କରାଯାଉଛି ସେ ବିଷୟରେ ବିଦ୍ୟାଳୟର ଶିକ୍ଷକ ମାନଙ୍କ ସହିତ ଆଲୋଚନା କରିଥିଲେ । ଏଥିସହିତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପରିବେଶ ସୁରକ୍ଷାର ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ପରେ ପରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟିତ୍ରୀ ଓ ପିଲାମାନେ ସହଯୋଗ କରିଥିଲେ । ମନ୍ତ୍ରୀ ତଥା ବିଧାୟକଙ୍କର ଏଭଳି କାର୍ଯ୍ୟକ୍ରମକୁ ସମସ୍ତେ ପ୍ରଶଂସା କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଧର୍ମଗଡ଼ ଠାରେ ଯାଦବ ମହାସଭାର ନୂଆଖାଇ ଭେଟଘାଟ

Sunil Chandra Nayak

ବଡବାଫାଲା ଗ୍ରାମରେ ଜିଓ ମୋବାଇଲ ଟାଓ୍ବାର ସ୍ଥାପନା କରିବା ନେଇ ପ୍ରସ୍ତୁତି ବୈଠକ

Sunil Chandra Nayak

ଆଦିବାସୀ ଲୋକଙ୍କ ଧାନ କାଟି ନେବା ଘଟଣା, ପ୍ରଶାସନ ର ହସ୍ତକ୍ଷେପ ପରେ ସମସ୍ୟା ର ହେଲା ସମାଧାନ

Sunil Chandra Nayak

Leave a Comment

error: Content is protected !!