ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରୋଜିନୀ ପତି ଙ୍କ କବିତା ଭଜନ

 ଭଜନ

ସରୋଜିନୀ ପତି

ହେ ଗିରିଧାରୀ………..
କଳା-ଧଳା-ହଳଦୀର ବେଶଧରି
ତିନି ରଥେ ଅଛ ଅବତରୀ ।0।
ଆଗେ ଚାଲେ ବଳଦେବ ଭାଇ
ମଝିରେ ଶୁଭଦ୍ରା ଚାନ୍ଦ ମୁହିଁ ।
ପଛରେ ଆସେ କାଳିଆ ଚମକାଇ
ଭକ୍ତ ଚାହିଁଛନ୍ତି ଏକ ହୋଇ ।
        ହେ ଗିରିଧାରୀ ,,,,,,,,,,,,(୧)
ବଡ ଦାଣ୍ଡ ତୋର ଶୋଭା ପାଏ
ରଥ ଦଣ୍ଡ ଟାଣି ଭକ୍ତ ମୋହେ ।
ବଡ ଦେଉଳ ରୁ ମାଉସୀମା ଘର
ପୋଡ ପିଠା ଖାଇ ତୁ ବାହୁଡିବୁ ।
         ହେ ଗିରିଧାରୀ …….(୨)
ରଥଯାତ୍ରା ସାରି ତୁ ବହୁାଯାତ୍ରା ରେ
 ଲକ୍ଷ୍ମି ଦେବୀ ଙ୍କର ମାନ ଭାଙ୍ଗି ।
ନନ୍ଦିଘୋଷ ରଥେ ବିଜେ କରି ଜଗା
ତାଳଧ୍ବଜରଥେ ବିଜେ ବଳଦେବ ।
ଦେବ ଦଳନକୁ ସଙ୍ଗେ ଧରି
        ହେ ଗିରି ଧାରୀ……..(୩)
     

   ରସୁଲପୁର ,ଯାଜପୁର

     

Related posts

କୁଆଡେ ଗଲା ୨ହଜାର ଟଙ୍କିଆ ନୋଟ?

ପୂଜାରିଗୁଡା ଉଚ୍ଚ ବିଦ୍ୟାଳୟ ରେ ଜାତୀୟ ‘କୃମି ନାଶକ’ ଦିବସ ଉଦଘାଟିତ

Sunil Chandra Nayak

ନବ କୁମାର ଦାସ ଙ୍କ କବିତା ପ୍ରୀତି ଦରଜ 

Sunil Chandra Nayak

Leave a Comment

error: Content is protected !!