ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଗକୁ ରାକ୍ଷୀ ପୂର୍ଣ୍ଣିମା ଥିବାରୁ ବଜାର ସାରା ରାକ୍ଷୀ ପସରା..

କାମାକ୍ଷାନଗର -:ସାରା ରାଜ୍ୟ ଆଗାମୀ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ପାଇଁ ଚଳ ଚଞ୍ଚଳ ହେଉ ଥିବା ବେଳେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ର ସବୁ ବଜାର ମାନଙ୍କରେ ରାକ୍ଷୀ ଦୋକାନୀ ମାନେ ପସରା ମେଲିଲେଣି । ଏବେ ବଜାର ରେ 5 ଟଙ୍କାରୁ ଆରମ୍ଭ କରି 400 ଟଙ୍କା ପର୍ଯ୍ୟନ୍ତ ରାକ୍ଷୀ ଉପଲବ୍ଧ ହେଉଛି । ଏଥର ଛୋଟ ଛୋଟ ପିଲାଙ୍କ ପାଇଁ କାଟୁନ ରାକ୍ଷୀ ଓ ବଡ ପିଲାଙ୍କ ପାଇଁ ଫ୍ୟାନସି ରାକ୍ଷୀ ମାନ ଉବଲବ୍ଧ ହୋଇଛି । ଦୁଇ ବର୍ଷ ହେଲା କରୋନା କଟକଣା ଥିବାରୁ ବ୍ୟବସାୟୀ ମାନେ ବ୍ୟବସାୟ କରିପାରିନଥିଲେ, କିନ୍ତୁ ଚଳିତ ବର୍ଷ ଏହି ରାକ୍ଷୀ ବଜାର ରୁ ଭଲ ବ୍ୟବସାୟ ହେବ ବୋଲି ବ୍ୟବସାୟୀ ମାନେ ଆଶା ବ୍ୟକ୍ତ କରିଛନ୍ତି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ନୂଆପଡା ଜିଲ୍ଲା ଡମ୍ୱ ଗଣ୍ତା ସମାଜର ପରିବର୍ତ୍ତନ ସଭା

ପ୍ରହସନ ପାଲଟିଛି ବାହ୍ୟ ମଳମୁକ୍ତ ଗାଁ ଘୋଷଣା ଯନ୍ତ୍ରୀ,ଠିକାଦାର ମାଲାମାଲ : ହିତାଧିକାରୀ ବେହାଲ

Sunil Chandra Nayak

ଲଗାଣ ବର୍ଷାରେ ଭାଙ୍ଗିଲା ଘର ବେସାହାରା ଏବେ ପରିବାର

Sunil Chandra Nayak

Leave a Comment

error: Content is protected !!