ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫରଙ୍ଗ ରୁ ଜଣେ ମାନସିକ ବିକୃତ ବୃଦ୍ଧା ଉଦ୍ଧାର 

ଗୋଳାମୁଣ୍ଡା/ମସିହା/ଗୋଳାମୁଣ୍ଡା ବ୍ଲକ,ଫରଙ୍ଗ ଗ୍ରାମରେ ବହୁ ଦିନରୁ ଅସହାୟ ଅବସ୍ଥାରେ ଥିବା ମାନସିକ ଅନଗ୍ରସର ବୃଦ୍ଧାର ଖବର ନୂତନ ଭାବରେ ଫରଙ୍ଗ ଗ୍ରାମ ପଞ୍ଚାୟତ ରେ ଯୋଗ ଦେଇଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଶାନ୍ତ ନାଏକ ସମାଜସେବୀ ଦୁଇ ଯୁବକ କୁ ଯୋଗାଯୋଗ କଲାପରେ ଆଜି ଦୁଇ ଯୁବ ସମାଜସେବୀ ଢଗଧମାଲି ନାଏକ,ଉମାକାନ୍ତ ସୁନାନୀ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଶାନ୍ତ ନାଏକ ଗ୍ରାଉଣ୍ଡ ଜିରୋ କୁ ଯାଇ ଗ୍ରାମବାସୀ ଏବଂ ଫରଙ୍ଗ ପଞ୍ଚାୟତ ସରପଞ୍ଚ ପ୍ରତିନିଧି କୁନୁ ପଧାନ ଓ ସମିତି ସଭ୍ୟା ପ୍ରତିନିଧି ସୁରେନ୍ଦ୍ର କୁମାର ବାରିକ ୱାର୍ଡ ସଭ୍ୟ ଙ୍କ ଉପସ୍ଥିତି ରେ ସେହି ମାନସିକ ବିକୃତ ବୃଦ୍ଧା କୁ ଏକ ବୋଲେର ଗାଡ଼ିରେ ବସାଇ କରି ମିସନାରୀ ଅଫ ଚାରିଟି (ମଦର ଟେରେସା ଧର୍ମଗଡ )ରେ ଥଇଥାନ କରାଯାଇଛି. ବୃଦ୍ଧା ଜଣକ କ ଫରଙ୍ଗ ଗ୍ରାମର ହେମା ଦାସ ଏବଂ ତାଙ୍କର ବୟସ 65 ହେବ ବୋଲି ଜଣାପଡିଛି.ସେ ଫରଙ୍ଗ ଛକରେ ରାତି ଦିନ ରହୁ ଥିବାରୁ ଆଜି ତାଙ୍କୁ ଉଦ୍ଧାର କରାଯାଇଛି, ହେଲେ ବୃଦ୍ଧା ର ସୁ ବ୍ୟବସ୍ଥା କି ଭଳି ହୋଇ ପାରିବ ସେ ନେଇ ସ୍ଥାନୀୟ ଲୋକେ ଚିନ୍ତା ପ୍ରକଟ କରିଛନ୍ତି।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତିଙ୍କ ରିପୋର୍ଟ

Related posts

୬ଟି ଉଚ୍ଚ ଶକ୍ତି ସଂପନ୍ନ ଗ୍ରୀଡ ସବ୍‌ଷ୍ଟେସନ ଓ ବଲାଙ୍ଗୀର-କେସିଙ୍ଗାରେ ୨୨୦ କେଭି ଟ୍ରାନ୍ସମିଶନ ଲାଇନ ଉଦ୍‌ଘାଟନ

ପ୍ରଧାନମନ୍ତ୍ରୀ ରାସ୍ତା ସଂଯୋଗ ପାଇଁ ସାଂସଦ ଙ୍କୁ ଦାବିପତ୍ର

Sunil Chandra Nayak

ଗଛକୁ ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନ ପାଳିଲେ ଯୁବ ପରିବେଶବିତ୍ ଶୁଭ୍ରାଂଶୁ ଶତପଥୀ 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort