ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଇକ୍ ସହ ବାରହା ମୁହାଁ ମୁହିଁ: ସାମ୍ବାଦିକ ଦୁର୍ଘଟଣା ଶିକାର

ଢେଙ୍କାନାଳ: ସାମ୍ୱାଦିକ  ତପନ କୁମାର ସାହୁ ବାଇକ୍ ଦୁର୍ଘଟଣା ରେ ତାଙ୍କର ଗୋଡ଼ ଫ୍ୟାକ୍ଚର ହୋଇଛି ।ସୁଚନା ମୁତାବକ ଗତ ବୁଧବାର ବିଳମ୍ବିତ ରାତିରେ ଖବର ସଂଗ୍ରହ କରି ଘରକୁ ଫେରିବା ସମୟରେ ଓସ୍ତପାଳ ଛକ ନିକଟରେ ଏକ ଜଙ୍ଗଲି ବାରାହା ହଠାତ୍ ଆସି ତାଙ୍କ ବାଇକ୍ ସହିତ ମୁହାଁ ମୁହିଁ ହେବାରୁ ତଳେ ପଡି ଯାଇ ଥିଲେ ଯା ଦ୍ୱାରା ତାଙ୍କ ଗୋଡ଼ ରେ ଆଘାତ ଲାଗିଥିଲା ନିକଟସ୍ଥ ମେଡିକାଲ ରେ ଚିକିତ୍ସିତ ହେବା ପରେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ,ଏବେ ସେଠାରୁ ଆସି ଘରେ ସାମାନ୍ୟ ସୁସ୍ଥତା ଅନୁଭବ କରିଛନ୍ତି ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ।

Related posts

ପାପଡାହାଣ୍ଡିରେ ଲଘୁଚାପ ଜନିତ ଲଗାଣ ବର୍ଷା, ବହୁ ଘର ଓ ଦୋକାନରେ ପସିଲା ପାଣି  

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା କୁଣିଆ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଅଳପ ପାଠ, ବହୁତ ହାଟ

Leave a Comment

error: Content is protected !!