ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅଳ୍ପକେ ବଞ୍ଚୀଗଲା ମଣିପୂରମ୍ ଫାଇନାସ୍‌

ଢେଙ୍କାନାଳ -:  ତା ୬/୮/୨୨_ଢେଙ୍କାନାଳ ସହର ସ୍ଥିତ କାଞ୍ଚନ ବଜାର ଠାରେ ଥିବା ମଣିପୁରମ୍ ଫାଇନାନ୍ସ ଲିମିଟେଡ , ଏଠାରେ ଆଜି ସକାଳ ୯,୨୫ ସମୟରେ ତିନି ଜଣ ଲୁଟେରା ବ୍ୟାଙ୍କ୍ ଖୋଲିବା ସମୟ କର୍ମଚାରୀ ଙ୍କ ପଛେ ପଛେ ଆସି କର୍ମଚାରୀ ମାନଙ୍କୁ ଆଖି ବୁଯା ମାଡ଼ ମାରିଥିଲେ ଓ ମାରଣାସ୍ତ୍ର ସାହାଯ୍ୟରେ ଭୟଭୀତ କରାଇ ଡାକାୟତି କରିବା ପାଇଁ ଚେଷ୍ଟା କରୁଥିଲେ,ଏହି ସମୟରେ ଉପସ୍ଥିତ କର୍ମଚାରୀ ଙ୍କ ଉପସ୍ଥିତି ବୃଦ୍ଧି ପାଇଁ ସାଇରନ୍ ବାଜିଉଠିଥିଲା , ଖବର ପାଇ ଟାଉନ ଥାନା ଆଇଆଇସି ଓ ଅନ୍ୟ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛି , କିନ୍ତୁ ଦେଖିବାକୁ ଗଲେ ବର୍ତମାନ ସହରରେ ବିଭିନ୍ନ ଧରଣର ଚୋରି ଡକାୟତି ,ଲୁଟପାଟ , ଏଟିଏମ୍ ଡକାୟତି, ଥଣ୍ଡାପାନୀୟ ରେ ନିଶା ଦେଇ ଲୁଟପାଟ ଲାଗି ରହିଛି ।ଯଦି କହିବା ଏ ସବୁ ଘଟଣା ପୋଲିସ ପାଇଁ ମୁଣ୍ଡ ବ୍ୟଥା ର କାରଣ ଏବଂ ସ୍ଥାନୀୟ ପୋଲିସ ପାଇଁ ଚ୍ୟାଲେଞ୍ଜ ମଧ୍ୟ, ଏବେ ଦେଖିବାକୁ ବାକି ରହିଲା ପୋଲିସ କେତେ ସଫଳତା ହାସଲ କରୁଛନ୍ତି।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜ ହସ୍ତୀ ଓ କାମାକ୍ଷାନଗରରୁ ପ୍ରଦୀପ ବିଶ୍ୱାଳ ଙ୍କ ସହିତ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ 

Related posts

ବିଜେଡିର ୨୫ବର୍ଷ ପୂର୍ତ୍ତି ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କୃଷକ ଓଡିଶା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଭବାନୀପାଟଣା ଓ ଲାଞ୍ଜିଗଡ ବ୍ଳକରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ 

Sunil Chandra Nayak

Leave a Comment

error: Content is protected !!