ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାହିତ୍ୟ ସ୍ରଷ୍ଟା ସ୍ବର୍ଗତ ଡମ୍ବରୁଧର ପଟ୍ଟନାୟକଙ୍କ ୫୩ତମ ଜନ୍ମଜୟନ୍ତୀ ପାଳିତ

ରାୟଗଡ଼ା -:  ତା ୦୯/୮/୨୦୨୨    ଚିରାୟୁଷ୍ମାନ ସାହିତ୍ୟ ସ୍ରଷ୍ଟା ସ୍ବର୍ଗତ ଡମ୍ବରୁଧର ପଟ୍ଟନାୟକଙ୍କ ୫୩ତମ ଜନ୍ମଜୟନ୍ତୀ ଉପଲକ୍ଷେ ଆଜି ସାବିତ୍ରୀ ପାଠାଗାର ରାୟଗଡାରେ ଏକ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି। ଉକ୍ତ ସଭାରେ ବିଶିଷ୍ଟ ଭାଷାବିଦ ଡଃ ଦୁଷ୍ମନ୍ତ କୁମାର ମହାନ୍ତି, ସ୍ବନାମଧନ୍ଯ ନାଟ୍ୟକାର ଡଃ ନରେନ୍ଦ୍ର କୁମାର ମିଶ୍ର,  କେନ୍ଦ୍ରସାହିତ୍ୟ ଏକାଡେମୀର ସଦସ୍ଯ ଶ୍ରୀଯୁକ୍ତ ସୁଶାନ୍ତ କୁମାର ନାୟକ,  ସ୍ତମ୍ଭକାର ଶ୍ରୀଯୁକ୍ତ ଦ୍ବିତୀଚନ୍ଦ୍ର ସାହୁ, ଅନୁବାଦକ ଶ୍ରୀଯୁକ୍ତ ଆଶୁତୋଷ ପାତ୍ର, କବୀ ଶ୍ରୀଯୁକ୍ତ,ଶ୍ରୀମତୀ ତ୍ରିବେଣୀ ମିଶ୍ର,  କବି ଶ୍ରୀଧର ପଟ୍ଟନାୟକ,  କବି ବିମଳଚାନ୍ଦ ପଟ୍ଟନାୟକ,  ଯୁବ ଲେଖକ ଶ୍ରୀ ପ୍ରଣବକଳ୍ପ ପଟ୍ଟନାୟକ ତଥା ପରିବାର ଓ ବନ୍ଧୁବର୍ଗ ଯୋଗ ଦେଇଥିଲେ। ଉପସ୍ଥିତ ସମସ୍ତ ଭାଷାପ୍ରେମୀ ଶ୍ରୀ ଡମ୍ବରୁଧର ପଟ୍ଟନାୟକଙ୍କ ନିରାଡମ୍ବର ଜୀବନ ଓ ଓଡିଆ ଭାଷାପ୍ରତି ଉତ୍ସର୍ଗୀକୃତ ମନୋଭାବ ବିଷୟରେ ଆଲୋକପାତ କରିଥିଲେ। ସ୍ବର୍ଗତ ପଟ୍ଟନାୟକ ସମସ୍ତ ଲେଖକ ତଥା ଭାଷାପ୍ରେମୀଙ୍କ ପାଇଁ ସବୁଜ ପ୍ରେରଣାର ଉତ୍ସ ଥିଲେ ଓ ରହିବେ ବୋଲି ମତବ୍ୟକ୍ତ କରିଥିଲେ। ଏହି ମହାର୍ଘ ଅବସରରେ ରାୟଗଡ ଜିଲ୍ଲାର ସ୍ବନାମଧନ୍ଯ କବି ଶ୍ରୀଯୁକ୍ତ ବିମଳଚାନ୍ଦ ପଟ୍ଟନାୟକଙ୍କ କବିତା ସଂକଳନ “ଲେଖିପାରିନଥିବା କବିତା” ଉନ୍ମୋଚିତ ହୋଇଯାଇଛି। ଉପସ୍ଥିତ ସମସ୍ତ ବିଶିଷ୍ଟ ଭାଷାପ୍ରେମୀ ବନ୍ଧୁବର୍ଗ ପୁସ୍ତକଟିର ଉଚ୍ଚକୋଟୀର କବିତା ମାନଙ୍କର ପ୍ରଶଂସା କରିବା ସହ ସର୍ବଜନାଦୃତ ହେଉ ବୋଲି କାମନା କରିଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ଆଶୁତୋଷ ପାତ୍ର ପରିଚାଳନା କରିଥିଲେ ଏବଂ ଶ୍ରୀଯୁକ୍ତ ଶ୍ରୀଧର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ଶ୍ରୀମଦ୍ ଗୀତାର ନବମ ଅଧ୍ଯାୟର ସାରକଥା-୯

ମମତା ସାହୁ ଙ୍କ କବିତା ରଜ ପରବ

Sunil Chandra Nayak

ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷକଙ୍କୁ ଚହକା ଓ ସିଆଲଯୋଡ଼ିରେ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort