ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦଳ ବିରୋଧୀ ପାଇଁ ଇଂ ରାମଚନ୍ଦ୍ର ହାଁସଦା ଙ୍କ ବିଦା ନେଇ ଖବରଦାତା ସମ୍ମିଳନୀରେ ରାଜ୍ୟ ସଭାନେତ୍ରୀଙ୍କ ଘୋଷଣା

ମୟୂରଭଞ୍ଜ -୧୭/୮/୨୨ (ମସିହା) ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଇଂ ରାମଚନ୍ଦ୍ର ହାଁସଦା କିଛି ମାସ ହେଲା ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହୁଥିବା ଦଳ ପାଖରୁ ପ୍ରକାଶ ପାଇଛି ।ତେଣୁ ତାଙ୍କୁ ଦଳର ସଚିବ ପଦରୁ ହଟାଇ ଦିଆଯାଇଥିଲା ।ପରେ ସେ ଦଳର ସୁପ୍ରିମୋଙ୍କ ସହ ପରାମର୍ଶ ନ କରି ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି ।ଗତ ୧୬ ଅଗଷ୍ଟ ରେ ମଧ୍ୟ ରାଇରଙ୍ଗପୁର ପିସିଏମ ଭବନରେ ଦଳର ସୁପ୍ରିମୋଙ୍କ ପରାମର୍ଶ ନ ନେଇ ସାଂଗଠନିକ ବୈଠକ କରିଥିବାରୁ ସେଠାରେ ଉତେଜନା କିଛି ସମୟ ପାଇଁ ହୋଇଥିଲା । ଯାହାକୁ ନେଇ ଦଳ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା ।ଶେଷରେ ଆଜି ଅପରାହ୍ନରେ ରାଇରଙ୍ଗପୁରସ୍ଥ ଦଳୀୟ କାର୍ଯ୍ୟାଳୟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ଅଂଜନୀ ସୋରେନ ଏକ ଖବରଦାତା ସମ୍ମିଳନୀରେ ଦଳ ବିରୋଧୀ କାର୍ଯ୍ୟ ନେଇ ଦଳ ତରଫରୁ ଇଂ ରାମଚନ୍ଦ୍ର ହାଁସଦାଙ୍କୁ ୬ ବର୍ଷ ପାଇଁ ବହିଷ୍କୃତ ଘୋଷଣା କରିଥିଲେ ।ସେ କହିଥିଲେ ଦଳ ଆଗ ।ଦଳରେ ବିଶୃଙ୍ଖଳାର ସ୍ଥାନ ନାହିଁ ।ଦଳ ବିରୋଧୀ ନିଜକୁ ସୁଧାରନ୍ତୁ ନଚେତ୍ ଦଳ ଛାଡି ଚାଲି ଯାଆନ୍ତୁ ।ଖଵରଦାତା ସମ୍ମିଳନୀରେ ତାଙ୍କ ସହିତ ଝାମୁମୋ ରାଜ୍ୟ ଉପସଭାପତି ପ୍ରହଲ୍ଲାଦ ପୂର୍ତି,ଦୁବରାଜ ନାଗ,ପବନ କୁମାର, ରଣଜିତ ସିଂ,ସୁନିଲ ମାଝୀ,ସାଲୁ କିସ୍କୁ, ସେକ୍ ଅବଦୁଲ ମାନାନ୍,ଭାଗବତ ମାଝୀ,ସନାତନ ମୁଣ୍ଡା ,କାଳିଚରଣ ଟୁଡୁ, ପ୍ରମୁଖ ନେତୃବୃନ୍ଦ ସାମିଲ ହୋଇଥିଲେ ।ତଦସହ କୁଳିଅଣା ରିତୟନୀ ଆଇଟିଆଇରେ ଶିକ୍ଷାନୁଷ୍ଠାନର କତୃପକ୍ଷ ଆଦିବାସୀ ଛାତ୍ରମାନଙ୍କୁ ମାଡ ମାରିବା, ଶିକ୍ଷା ଦାନରେ ଅନିୟମିତତା କରିବା ନେଇ ମୁଖ୍ଯ କୃତୃପକ୍ଷଙ୍କୁ ଗିରଫ କରିବା,ଆଇଟିଆଇ ବନ୍ଦ କରିବା ଏବଂ ପିଲାମାନଙ୍କୁ ସରକାରଙ୍କୁ ପକ୍ଷରୁ ଅନ୍ୟତ୍ର ପାଠ ପଢ଼ାଇବା ନେଇ ଝାମୁମୋର ସମର୍ଥନରେ ଆଜିର ମୟୂରଭଞ୍ଜ ବନ୍ଦ ସଂପୁର୍ଣ୍ଣ ସଫଳ ଓ ମୟୂରଭଞ୍ଜ ବାସୀ ଶାନ୍ତି ଶୃଙ୍ଖଳାର ସହ ସହଯୋଗ କରିଥିବାରୁ କୃତଜ୍ଞତା ଜଣାଇଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କାଣିଗୁମା ଗ୍ରାମପଞ୍ଚାୟତର ନବନିର୍ବାଚିତ ପ୍ରତିନିଧିଙ୍କୁ ଗ୍ରାମ ବିକାଶ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା

ବୌଦ୍ଧ ୟୁନିୟନ୍ ଅଫ ଜର୍ଣlଲିଷ୍ଟ, ବୌଦ୍ଧ ଜିଲ୍ଲା ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

Sunil Chandra Nayak

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ହେଲେ ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ର ଉପଦେଷ୍ଟା ଭାବରେ ମନୋନୀତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort