ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହିଳା ବିଜେଡ଼ି ର ସାଙ୍ଗଠନିକ ସଭା

  • ବିଜେଡ଼ି ମହିଳା ଗୋଷ୍ଠୀକୁ ନେଇ ସାଙ୍ଗଠନିକ ସଭା। ନର୍ଲା (ମ.ପ୍ର) ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ନର୍ଲା ବିଧାୟକ ଭୂପିନ୍ଦର ସିଂଙ୍କ ନିର୍ଦ୍ଦେଶକ୍ରମେ ନର୍ଲା ବ୍ଳକର ୨୬ ଗୋଟି ଗ୍ରାମପଞ୍ଚାୟତରେ ମହିଳା ଗୋଷ୍ଠୀଙ୍କୁ ନେଇ ଦଳର ସାଙ୍ଗଠନିକ ସଭାମାନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସ୍ଵାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ତାଙ୍କର ୭ ଜଣିଆ ଟିମ୍ ମାଧ୍ୟମରେ ଦଳର ଅଭିବୃଦ୍ଧି ନିମନ୍ତେ ପ୍ରତି ପଞ୍ଚାୟତ ସ୍ତରରେ ସାଙ୍ଗଠନିକ ସଭାର ଆୟୋଜନ କରିଥିଲେ। କଳାହାଣ୍ଡି ଜିଲ୍ଲା ବିଜେଡ଼ି ସଭାନେତ୍ରୀ ଲଲିତା ନାଏକ, ନର୍ଲା ବ୍ଳକ ସଭାନେତ୍ରୀ ପ୍ରମିଳା ପଧାନ, ନର୍ଲା ବ୍ଳକ ଅଧ୍ୟକ୍ଷା ମନୋରମା ମହାନ୍ତି, ବ୍ଳକ ଲଏକେରା ଅଧ୍ୟକ୍ଷା ରୋଜାଲି ପୁଟେଲ, ସରିତା ଅଗ୍ରୱାଲ, ରିଙ୍କି କର,କାଜଲ ସରବାହାଲ, କଳାହାଣ୍ଡି ଜିଲ୍ଲା ବିଜେଡ଼ି ମିଡ଼ିଆ ସେଲର ପ୍ରତିଭା ଚୈ।ହାନ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ଯୋଜନା ଗୁଡିକ ଉପରେ ମହିଳା ସ୍ଵୟଂସହାୟକ ଗୋଷ୍ଠୀଙ୍କୁ ସହିତ ଆଲୋଚନା କରି ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳର ବିପୁଳ ବିଜୟକୁ ଆଖି ଆଗରେ ରଖି ସମସ୍ତଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦେଇଛନ୍ତି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ପବିତ୍ର ହେରାପଞ୍ଚମୀ ଉପଲକ୍ଷେ ଭଜନ ସନ୍ଧ୍ୟା ଅନୁଷ୍ଠିତ

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ବିବେକକୁ ପ୍ରକାଶ କର

Sunil Chandra Nayak

ପରିବେଶ ପ୍ରଦୂଷଣ ମୁକ୍ତ ପାଇଁ ବୃକ୍ଷ ରୋପଣ ର ଆବଶ୍ୟକ ରହିଛି ,: ଜିଲ୍ଲାପାଳ ଫୁଲବାଣୀ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort