ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କରଂଗାମୁଣ୍ଡା ଠାରେ ଲଗାଣ ବର୍ଷା ରେ ଭାଙ୍ଗିଗଲା ଘର

ଗୋଳାମୁଣ୍ଡା 20/8/ କଳାହାଣ୍ଡି ଜିଲ୍ଲାର ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ନକଟିକାନି ଗ୍ରାମ ପଞ୍ଚାୟତ ର କରଂଗାମୁଣ୍ଡା ଗ୍ରାମଠାରେ ରହୁଥିବା ଜଳନ୍ଧର ଘିଭେଲା ଙ୍କ ଘର ଗତ ରାତିର ଲଗାଣ ବର୍ଷା ରେ  ଘରେ ତାଙ୍କ ପରିବାର ସହ  ସୋଇଥିବା ସମୟରେ ଘର ଭୁଶୁଡି ପଡିଥିବା ସମୟରେ ତାଙ୍କ ପରିବାର ଅଳ୍ପ କେ ବର୍ତିଯାଇଛନ୍ତି ଜାହାଦ୍ୱାର ସେ ପ୍ରଶାସନ କୁ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି ।

ଦାମୋଦର ଦାସ ଙ୍କ ରିପୋର୍ଟ 

Related posts

ବିଦ୍ୟୁତ୍ ପ୍ରଭା ନାୟକ ଙ୍କ କବିତା ଶ୍ରୀ ଜଗନ୍ନାଥ ହରି 

Sunil Chandra Nayak

ମା ମୋଟ୍ରାଣୀ ଙ୍କ ଚୈତ୍ର ଘଣ୍ଟ ଯାତ୍ରା ପାଳିତ

Sunil Chandra Nayak

ଦଣ୍ଡପାଟ ଯୁବ ସେବା ସଂଗଠନ ଓ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନର ମିଳିତ ଆନୁକୂଲ୍ୟରେ ଆମ୍ବୁଲାନ୍ସ ସେବା ଲୋକାର୍ପିତ

Leave a Comment

error: Content is protected !!