ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପଦ ଶଙ୍କୁଳ ଅବସ୍ଥାରେ

ନୂଆପଡା ଜିଲା ରୋକଲା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ରେ କାର୍ଯ୍ୟରତ କାଦମ୍ୱିନି ସିପକା ଙ୍କ ସୋମବାର ଦିନ ବରଗଡ ବିକାଶ ଚିକିତ୍ସାଳୟ ରେ ଦେହାନ୍ତ ଘଟିଛି । କାଦମ୍ୱିନି ସିପିକା ଗତ ବର୍ଷ ଅଗଷ୍ଟ ରେ ସରକାରୀ ସ୍ୱାସ୍ଥ୍ୟ ସେବିକା ଭାବରେ ନିଯୁକ୍ତ ହୋଇଥିଲେ ଓ ଗତ କିଛି ଦିନ ଧରି ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ରୂପେ କାର୍ଯ୍ୟ ରତ ଥିଲେ । ତେବେ ଗର୍ଭସ୍ଥ ଶିଶୁ କୁ ଧାରଣ କରିସୁଦ୍ଧା ନିଜର ସାମର୍ଥ୍ୟ ଅନୁସାରେ ସରକାରୀ ଦାୟିତ୍ୱ ନିଭଉ ଥିଲେ । ବର୍ତ୍ତମାନ ସମୟରେ ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କୁ ନୂତନ ଭାବରେ ନିଯୁକ୍ତ କରାଯାଇ ଗ୍ରାମ ଗ୍ରାମରେ ମାତୃ ମୃତ୍ୟୁହାର, ଶିଶୁମୃତ୍ୟୁହାର କମ କରିବା ତଥା ସ୍ୱାସ୍ଥ୍ୟ ସମ୍ୱନ୍ଧିୟ ଅନେକ ଦାୟିତ୍ୱ ଦିଆଯାଇଛି । ତେବେ ଏଠି ଏକ ବିଡମ୍ବନା ଦେଖାଦେଇଛି । ଆଜି ସ୍ୱାସ୍ଥ୍ୟ ଅଧିକାରୀ ନିଜେ ପିଡିତା ହୋଇ ଯାଇଛନ୍ତି । ଏ ଘଟଣା ସାଧାରଣ ପରି ଦେଖାଯାଉଥିଲେ ବି ଏକ ବଡ ପ୍ରଶ୍ନ ବାଚୀ ସୃଷ୍ଟି କରିଦେଇଛି । ଯେଉଁଠି ଉଚ୍ଚ ଶିକ୍ଷିତ ସ୍ୱସ୍ଥ୍ୟ ଅଧିକାରୀ ମାନେ ସୁରକ୍ଷିତ ନୁହନ୍ତି, ତେବେ ଏକ ସାଧାରଣ ଜନତା ର କଣ ହେବ ।ସୂଚନା ଥାଉ କି, କାଦମ୍ୱିନି ଙ୍କ ନବଜାତ ଶିଶୁ ଏବେ ବରଗଡ ଜିଲା ବିକାଶ ଚିକିତ୍ସାଳୟ ରେ ଜୀବନ ମୃତ୍ୟୁ ସାଙ୍ଗରେ ସଙ୍ଗ୍ରାମ କରୁଛନ୍ତି । ତେବେ ଖବର ଥାଉ କି ସ୍ୱାସ୍ଥ୍ୟ ବ୍ୟବସ୍ଥାରେ କାର୍ଯ୍ୟରତ ଅନେକ ନୂତନ ଓ ପୂରତନ କର୍ମଚାରୀ ସମୟରେ ବେତନ ମଧ୍ୟ ପାଇ ପାରୁନାହାନ୍ତି । ବେତନ କରିଦେବା ପାଇଁ ବିଭିନ୍ନ ମହଲ ରେ ଲାଞ୍ଚ ମଧ୍ୟ ମାଗୁଥିବା ବେଳେ ଅନେକ ଅଧିକାରୀ ଜାଣିଶୁଣି ଦରମା କୁ ମାସ ମାସ ଧରି ବିଭିନ୍ନ ବାହାନା କରି ଗଡାଇ ଦେଉଛନ୍ତି । ସ୍ୱାସ୍ଥ୍ୟବିଭାଗରେ କାମ କରୁଥିବା କାରଣରୁ କିଛି ନ କହି ପାରୁଥିବା ବେଳେ, ଅର୍ଥ ଅଭାବରୁ ନିଜର ସୁ ଚିକିତ୍ସା ନ କରାଇବା କାରଣରୁ ପ୍ରାଣ ହରାଉଛନ୍ତି .।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ 

Related posts

ଗୋବିନ୍ଦପୁର ଠାରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ

Sunil Chandra Nayak

ଆଞ୍ଚଳିକ ବ୍ରାହ୍ମଣ ସମିତି ତରଫରୁ ସ୍ମୃତି ଚାରଣ ସଭା ଅନୁଷ୍ଠିତ

Sunil Chandra Nayak

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଘରେ ଚାପିହୋଇ ବୃଦ୍ଧ ମୃତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort