ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବରଙ୍ଗପୁର ବିଧାୟକଙ୍କ ବିଭିନ୍ନ କାର୍ଜ୍ୟକ୍ରମ ରେ ଯୋଗଦାନ୍

ନବରଙ୍ଗପୁର— (ମନିସ୍)  ଆଜି ମାନ୍ୟବର ବିଧାୟକ ନବରଙ୍ଗପୁର ଶ୍ରୀ ସଦାଶିବ ପ୍ରଧାନୀ ନନ୍ଦାହାଣ୍ଡି ବ୍ଲକ ଗସ୍ତ କରି ନୂଆଗୁଡା଼ ଓ ଦଳାଇଗୁଡ଼ା ଗ୍ରାମ ଠାରେ ଅଙ୍ଗନବାଡି କେନ୍ଦ୍ର ଶୁଭ ଉଦଘାଟନ ଓ ନନ୍ଦାହାଣ୍ଡି ଗ୍ରାମ ଠାରେ ମିଶନଶକ୍ତି ଗୃହ ଓ ଗ୍ରାମ ପଞ୍ଚାୟତ ସହାୟକ କେନ୍ଦ୍ର ଶୁଭ ଉଦଘାଟନ କରିଥିଲେ ଏବଂ ନନ୍ଦାହାଣ୍ଡି ବ୍ଲକ ଅଫିସ ଠାରେ ସ୍କୁଲ ଗୁଡିକୁ ପଟା ବଣ୍ଟନ ଓ ୨ ଗୋଟି ହୁଇଲ୍ ଚେୟାର ଓ ଜରିବଣ୍ଟନ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ I ସମ୍ମାନୀୟ ଅତିଥି ଭାବେ ନନ୍ଦାହାଣ୍ଡି ବ୍ଲକ ଅଧକ୍ଷା ଶ୍ରୀମତୀ ରଶ୍ମିତା ମାଝୀ,ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ଅରୁଣ କୁମାର ମିଶ୍ର,ନନ୍ଦାହାଣ୍ଡି ବ୍ଲକ ଉପାଧକ୍ଷ ଶ୍ରୀ ସଦନ ଗୌଡ଼,ଜ଼ିଲ୍ଲା ପରିଷଦ ସଭ୍ୟ ଦିବ୍ଯଦାନ ସୁନା ,ପଡ଼ାଲଗୁଡା ସରପଞ୍ଚ ଫଗୁନୁ ନାୟକ, ପଡ଼ାଲଗୁଡା ସମିତି ସଭ୍ୟ ପି ପ୍ରଶାନ୍ତ କୁମାର, ନନ୍ଦାହାଣ୍ଡି ସରପଞ୍ଚ ଅମି ଦିଶାରୀ, ନନ୍ଦାହାଣ୍ଡି ସମିତି ସଭ୍ୟା ନୀଳା ଭତରା, ନନ୍ଦାହାଣ୍ଡି ବ୍ଲକ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର କହଁର ଯୋଗ ଦେଇଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ଶ୍ରୀ ସୁନୀଲ ସାହୁ ,ନନ୍ଦାହାଣ୍ଡି ମହିଳା ବିଜେଡି ସଭାପତି ଶ୍ରୀମତୀ କୌଶଲ୍ୟା ବିଶୋଇ ,ନନ୍ଦାହାଣ୍ଡି ବିଧାୟକ ପ୍ରତିନିଧି ତଥା ବ୍ଲକ୍ ବିଜେଡି ସଭାପତି ଶ୍ରୀଯୁକ୍ତ ଦୟାନିଧି ବିଷୟୀ,ନନ୍ଦାହାଣ୍ଡି ଲାମ୍ପସ୍ ସଭାପତି ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ମାଝୀ,ନନ୍ଦାହାଣ୍ଡି ବିଜେଡି ଯୁବ ସଭାପତି ଶ୍ରୀ ପୁରୁନ୍ଦର ଭତରା,ଅତିରିକ୍ତ ତହସିଲଦାର ହିମାଂଶୁ ଶେଖର ନାୟକ ,ନନ୍ଦାହାଣ୍ଡି ଛାତ୍ର ବିଜେଡି ସଭାପତି ଶ୍ରୀ ଆଶିଷ କନ୍ଧପାନ ,ବିଜେଡି ଯୁବ ନେତା ଶ୍ରୀ ପ୍ରିୟବ୍ରତ ମାଝି ଓ ସ୍ଥାନୀୟ ବିଜେଡି ନେତା ଏବଂ ନନ୍ଦାହାଣ୍ଡି ବିଜୁ ଜନତା ଦଳ ର ଅନେକ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ I

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ୍।

Related posts

ଢେ଼ଙ୍କାନାଳ ଥିଙ୍କର୍ସ ଫୋରମ୍ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ସରପଞ୍ଚ ଓ ପିଇଓଙ୍କ ବିରୋଧରେ ଅର୍ଥ ହଡପ୍ କରିଥିବା ନେଇ ଭାରପ୍ରାପ୍ତ ବିଡିଓ ଙ୍କ ପାଖରେ ଅଭିଯୋଗ

Sunil Chandra Nayak

ବାଲେଶ୍ବର ସାଂସଦଙ୍କ ଦ୍ବାରା ରକ୍ତଦାନ ଶିବିର ଉଦ୍ ଘାଟନ ବୃକ୍ଷରୋପଣ ମାନପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!