ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସସ୍ମିତେଶ ସାହୁ ଙ୍କ କବିତା ସ୍ମୃତି

ସ୍ମୃତି

ସତରେ

ତୁମକୁ ଜାଣିବା ଦିନରୁ
ଆଜି ପର୍ଯ୍ୟନ୍ତ ମୁଁ
ତୁମ ପ୍ରତ୍ୟେକ ସ୍ମୃତିରେ 
ଟିକିଏ ବି ହେଲେ
ଅଳନ୍ଦୁ ବସିବାକୁ ଦେଇ ନାହିଁ । 

ଜାଣିଛ,

ମୋ ପ୍ରତିଟି ଭାବନାରେ
ମୋ ପ୍ରତିଟି ସ୍ମୃତିରେ
ତୁମ ଉପସ୍ଥିତି 
ଏବେ ବି ସେଦିନ ଭଳି 
ମୋ ହୃଦୟରେ ରହିଛି 

ତୁମ ଭଳି ସମ୍ପୂର୍ଣ ସତେଜ ହୋଇ ।।

ସସ୍ମିତେଶ ସାହୁ

ଶଙ୍ଖଚିଲା, ଯାଜପୁର

Related posts

ରାଜ୍ୟ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର

ବରିଷ୍ଠ କଳାକାର ମହାସଂଘର ଶୋକସଭା

Sunil Chandra Nayak

ଓବିସି ଏସଟି ଏସସି ମିଳିତ ମହାସଂଘ କଳାହାଣ୍ଡି ର ସାମ୍ବାଦିକ ସମ୍ମଳନୀ

Sunil Chandra Nayak

Leave a Comment

error: Content is protected !!