ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧୁମ ଧାମ ରେ ପାଳନ ହେଲା ଗଣେଶ ଚତୁର୍ଥୀ

ଡାବୁଗାଁ , 31/8 – ୨ ବର୍ଷ କରୋନା କଟକଣାପ୍ରଭାବ ରେ ସମସ୍ତ ପର୍ବ ପର୍ବାଣୀ ପ୍ରଭାବିତ ହୋଇଥିଲା । ଚଳିତ ବର୍ଷ କଟକଣା ହଟିବା ପରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ବିଭିନ୍ନ ସ୍ଥାନରେ ଧୁମ ଧାମ ରେ ଗଣେଶ ପୂଜା ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ୨ ବର୍ଷ ର ଅପେକ୍ଷା ପରେ ଏପରି ଖୁସିପାଇ ଝୁମି ଉଠିଲେ ଗାନ୍ଧୀ ଯୁବକ ସଙ୍ଘ ଡାବୁଗାଁ । ଡାବୁଗାଁ ବ୍ଲକ ସଦରମହକୁମା ଜୟନ୍ତୀନଗର ସହି ର ଗାନ୍ଧୀ ଯୁବକ ସଙ୍ଘ ଧୁମ ଧାମ ରେ ଗଣେଶ ପୂଜା ପାଳନ କରିଥିବା ଦେଖିବାକୁ ମିଳିଛି ।

ପ୍ରଜ୍ଞା ରଞ୍ଜନ ପରିଡା, ଡାବୁଗାଁ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ବିଦେଶୀ ମଦ ବୋଝେଇ ବୋଲେରୋ ଜବତ 

Sunil Chandra Nayak

ଖରିଆରରୋଡ଼ ସହର ରୁ ଅପମିଶ୍ରିତ ନକଲି ବିଦେଶୀ ମଦ ଜବତ

Leave a Comment

error: Content is protected !!