ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡୁମେରପଦର ଏସ୍ଏସ୍ ଡି ବିଦ୍ୟାଳୟ ରେ ଅବସର କାଳିନ ସମ୍ବର୍ଦ୍ଧନା

ଥୁଆମୂଳ ରାମପୁର:୩୧/୮- (ମନିସ):– କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ଡୁମେରପଦର ଗ୍ରାମ ସ୍ଥିତ ଏସ୍ଏସ୍ ଡି ହାଇସ୍କୁଲ ପ୍ରକୋଷ୍ଠରେ ଆଜି ଯଥା ୩୧/୮/୨୨ ତାରିଖ ବୁଧବାର ଦିନ ସହକାରୀ ଶିକ୍ଷକ ଶ୍ରୀ ନାରାୟଣ ସାହୁଙ୍କ ଅବସର କାଳୀନ ସମ୍ବର୍ଦ୍ଧନା କାର୍ଯ୍ଯକ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମହମ୍ମଦ ଅବଦୁଲ ବାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ଏହି କାର୍ଯ୍ଯକ୍ରମକୁ ପରିଚାଳନା କରିଥିଲେ ଶିକ୍ଷକ ଶ୍ରୀ ରଘୁମଣୀ ଦଣ୍ତସେନା ଧନ୍ୟବାଦ ଅର୍ପଣ କରିଥିଲେ ବିଜ୍ଞାନ ଶିକ୍ଷକ ଶ୍ରୀ କିଶୋର ଚନ୍ଦ୍ର ସାହୁ କାର୍ଯ୍ଯକ୍ରମକୁ ସହଯୋଗ କରିଥିଲେ ଶ୍ରୀ କେନ୍ଦ୍ରମଣୀ ମାଝୀ, ଶ୍ରୀ ଲକ୍ଷ୍ମୀଧର ବାଗ, ଶ୍ରୀ ସୁରେନ୍ଦ୍ର ଶବର, ଶ୍ରୀ ଗୋପୀନାଥ ମାଝୀ, ଏବଂ କୁମୁଦିନୀ ମାଝୀ ପ୍ରମୁଖ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

କବିତା – ଦାନ

Sunil Chandra Nayak

ଗୁରୁଦିବସରେ ସମ୍ମାନିତ ହେଲେ ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ଓ ଶିକ୍ଷକ

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା କାହିଁକି ସପନେ ଆସୁଛ 

Sunil Chandra Nayak

Leave a Comment

error: Content is protected !!