ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଣେଶ ଚତୁର୍ଥୀ ଓ ନୁଆଁ ଖାଇରେ ଲୋକପ୍ରିୟ ବିଧାୟକ ଗାଁ ଗାଁ ବୁଲି ଭେଟିଲେ ଛାତ୍ର/ଛାତ୍ରୀ ଓ ଆଦିବାସୀ ପରିବାରକୁ , ସେମାନଙ୍କ ସାଙ୍ଗେ ସାମିଲ୍ ହୋଇ ଆନନ୍ଦ ବିଭୋର ହୋଇ ନାଚିଲେ

ନବରଙ୍ଗପୁର—- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ ଗଣେଶ ଚତୁର୍ଥୀ ଓ ନୁଆଖାଇ ପରବରେ ଗା ଗା ବୁଲି ପୁଜା ମଣ୍ଡପରେ ଛାତ୍ର/ଛାତ୍ରୀ, ଯୁବକ ଯୁବତୀ ଙ୍କୁ ଭେଟି ପୁଜାରେ ସାମିଲ ହେବା ସହିତ ପଶ୍ହିମ ଓ ଦକ୍ଷିଣ ଓଡିଶାର ବଡ ପର୍ବ ଗଣ ପର୍ବ ନୁଆଁ ଖାଇରେ ବିଭିନ୍ନ ଗ୍ରାମକୁ କର୍ମୀ ମାନଙ୍କ ସହ ଯାଇ ସେମାନଙ୍କ୍ ସହିତ ଆନନ୍ଦ ରେ ସାମିଲ୍ ହୋଇ ନାଚି ଆତ୍ମ ତ୍ରୁପ୍ତି ପାଇ ଥାଆନ୍ତି।ସେ ବିଧାନ ସଭାରୁ ନବରଙ୍ଗପୁର ଆସିଲେ ଘରେ ନ ରହି ସବୁବେଳେ ତାଙ୍କ କର୍ମୀମାନଙ୍କୁ ଧରି ନିର୍ବାଚନ ମଣ୍ଡଳୀ ରେ ବୁଲି ସମସ୍ତ ଜନ ସଧାରଣଙ୍କ ସୁଖ ଦୁଖରେ ସାମିଲ ହୋଇ ନିଜକୁ ସେ ହଜେଇ ଦେଇ ଜନ ସାଧାରଣଙ୍କ ପ୍ରିୟ୍ ପାତ୍ର ହୋଇ ପାରିଛନ୍ତି ବୋଲି ତ ତାଙ୍କୁ ଲୋକପ୍ରିୟ ବୋଲି ଲୋକେ କହି ଥାଆନ୍ତି। ଡାବୁଗାଁ ନିର୍ବାଚନ ମଣ୍ଡଳୀର ଡାବୁଗାଁ, ପାପଡାହାଣ୍ଡି ଓ କୋଷାଗୁମୁଡା ବ୍ଲକର ବହୁ ଗ୍ରାମକୁ ଯାଇ ବିଧାୟକ ତାଙ୍କ କର୍ମୀ ମାନଙ୍କ ସହ୍ ବୁଲି ଥାଆନ୍ତି। ସେଥି ମଧ୍ୟରୁ ସିଙ୍ଗଗୁଡା,ବର୍କିଗୁଡା,ଗୋଡେଗା,ସାନ ଓଲମା,ବଡ ଓଲମା କଚେଗୁଡା,ଜବାଗୁଡା,ଜୁନାପାଣି,ଧନସରା,ରାବଣାଗୁଡା, ,ଆମ୍ବାଗୁଡା, ମେଣ୍ଡ୍ରା,ବୋରିଗାଁ,ଗୋଦମା ପ୍ରଭ୍ରୁତି ଅନ୍ୟ ଗ୍ରାମ ମାନଙ୍କୁ ଜାଇ ସେମାନଙ୍କ ସହ ନାଚି ଦିନ କଟାଇଥିବା ଦେଖିବାକୁ ମିଳିଛି। ବିଧାୟକ ନିଜ କର୍ମକୁ ନିର୍ବାଚନ ମଣ୍ଡଳୀ ପାଇଁ କରି ଦେଇଛନ୍ତି ଉତ୍ଛର୍ଗ।ବିଧାୟକ ଙ୍କସହ ଡାବୁଗାଁ ରୁ ସାନ୍ସଦ୍ ପ୍ରତିନିଧି ଏମ୍ ଆପ୍ପା ରାଓ,ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ,ଡାବୁଗାଁ ବିଜେଡି ବ୍ଲକ୍ ସଭାପତି ସୁରେନ୍ଦ୍ର ମିଶ୍ର,ପି ନାଗା ରାଓ ପ୍ରମୁଖ ସହଯୋଗ କରିଥିଲେ।

ନବରଙ୍ଗପୁରରୁ ରବି ନାରାୟଣ ମହାନ୍ତି ଙ୍କ ସହ ପ୍ରଙ୍ଗ୍ୟା ରଞ୍ଜନ ପରିଡା ଙ୍କ ରିପୋର୍ଟ ମସୀହା ନିୟୁଜ୍।

Related posts

ବନ ସୁରକ୍ଷା କମିଟି ପକ୍ଷରୁ ୮ଦଫା ଦାବିପତ୍ର ପ୍ରଦାନ

Sunil Chandra Nayak

ସନ୍ତୋଷ କୁମାର ସାହୁ ଙ୍କ ରିପୋର୍ଟ ହେ ଗଜାନନ

Sunil Chandra Nayak

ଚିଲିଗୁଡା ହାଇସ୍କୁଲରେ ଗଙ୍ଗାଧର ମେହେର ଜୟନ୍ତୀ ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!