ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଳଦିଆମାଲ ଗ୍ରାମ ସ୍ଥିତ ଇଂରାଜୀ ମିଡିୟମ ବିଦ୍ଯାଳୟରେ ଗୁରୁଦିବସ ପାଳିତ

ଭବାନୀପାଟଣା:୬/୯- (ମନିସ) କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଳକ ସ୍ଥିତ ବଲଦିଆମାଲ ଗ୍ରାମର ଇଂରାଜୀ ମେଡିୟମ ବିଦ୍ୟାଳୟ ତରଫରୁ ଗୁରୁଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଅଧ୍ଯକ୍ଷ,ମୁଖ୍ୟ ଅତିଥି ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଉଦଯାପିତ ହୋଇଥିଲା। ବିଦ୍ଯାଳୟର ଛାତ୍ରଛାତ୍ରୀ ମାନେ ପ୍ରାଞ୍ଜଳ ଭାବରେ ସର୍ବପଲ୍ଲୀ ରାଧାକୃଷ୍ଣ ଙ୍କ ଜୀବନୀ ବିଷୟରେ ନିଜେ ନିଜ ବକ୍ତବ୍ୟ ରେ କହିଥିଲେ। ପ୍ରିନ୍ସପାଲ ଶ୍ରୀ ଗଜେନ୍ଦ୍ର ପ୍ରସାଦ ପାଣିଗ୍ରାହୀ, ମୁଖ୍ଯ ଅତିଥି ଙ୍କ ଦ୍ବାରା କେକ୍ କଟା ଯାଇଥିଲା। ବିଦ୍ୟାଳୟ ର ସଭାପତି ଶ୍ରୀ ପ୍ରଦ୍ଯୁମ୍ଯ ମେହେର,ସମ୍ପାଦକ ଶ୍ରୀବତ୍ସ ମେହେର, ଶ୍ରୀ ଚନ୍ଦ୍ରଧ୍ବଜ ମେହେର ଓ ବିଦ୍ୟାଳୟ ର ଅଧ୍ଯକ୍ଷ ଶ୍ରୀ ଗଜେନ୍ଦ୍ର ପ୍ରସାଦ ପାଣିଗ୍ରାହୀ ଛାତ୍ରଛାତ୍ରୀ ଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

କିଶନ ଶର୍ମା , ଭବାନୀ ପାଟଣା 

Related posts

ରୁପ୍ରା ସୂନାମୁହିଁ ସାଗର ପରିଦର୍ଶନରେ ନର୍ଲା ବିଧାୟକ ଓ ବିଭାଗୀୟ ଯନ୍ତ୍ରୀଙ୍କ ପରିଦର୍ଶନ

ବେକରେ ଓଢଣି ବାନ୍ଧି ଯୁବକ ଙ୍କ ଆତ୍ମହତ୍ୟା

Sunil Chandra Nayak

ଚୋର ସନ୍ଦେହ ରେ ଉଚ୍ଚ ଶିକ୍ଷିତ ଯୁବକକୁ ମାଡ ମାରିବା ସହ ଉଲଗ୍ନ ଘଟଣା, ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

Sunil Chandra Nayak

Leave a Comment

error: Content is protected !!