ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିର୍ଧୁମ ଛେଚା ଖାଇଲା ଛେଳି ଚୋର

ବାଲେଶ୍ଵର,୨୧/୯/୨୨- ଛେଳି ଚୋରକୁ ଧରି ନିର୍ଧୁମ ଛେଚିଲେ ଅଞ୍ଚଳବାସୀ । ଏପରି ଏକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ତୁଡି ଗଡ଼ିଆ ଠାରେ । ସୋର ଅଞ୍ଚଳରୁ ଛେଳି ଚୋରି କରି ଦୁଇ ଜଣ ଯୁବକ ଏକ ବୁଲେଟ ଗାଡିରେ ସୋର-କୁପାରୀରେ ଆସୁଥିବା ବେଳେ କିଛି ଲୋକ ଚୋରକୁ ଧରିବା ପାଇଁ ପିଛା କରିଥିଲେ । ଶେଷରେ ତୁଡ଼ିଗଡ଼ିଆ ଠାରେ ଯୁବକକୁ ଧରିବାରେ ସକ୍ଷମ ହୋଇଥିଲେ । ଯୁବକ ଜଣକୁ ବାନ୍ଧି ନିର୍ଧୁମ ମାଡ଼ ମାରିବା ସହିତ ବାଇକ୍ ଗାଡିକୁ ଭାଙ୍ଗି ଦେଇଥିଲେ । ଅନ୍ୟ ଜଣେ ଯୁବକ ଦୌଡ଼ି ପଲାଇଯାଇଥିବା ନେଇ ସୂଚନା ମିଳିଛି । ଯୁବକ ଜଣଙ୍କର ଘର ସୋର ଅଞ୍ଚଳରେ ବୋଲି ସଂଗୃହିତ ଖବରରୁ ଜଣା ପଡ଼ିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଡମ୍ବରୁଗଡ଼ ମହୋତ୍ସବ ଦ୍ଵିତୀୟ ସନ୍ଧ୍ୟା : ବୌଦ୍ଧ ଜ଼ିଲ୍ଲା ର ପ୍ରାକୃତିକ ସୌନ୍ଦର୍ଯ୍ୟ ର ଅପରୂପ ଭଣ୍ଡାର -ଡମ୍ବରୁଗଡ଼

Sunil Chandra Nayak

ବାଲେଶ୍ବର – ବିଦ୍ଯୁତ୍ ସମସ୍ୟା ସମାଧାନ ପାଇଁ ଅଣ୍ଟା ଭିଡିଲେ ବିଧାୟକ

Sunil Chandra Nayak

ପ୍ରିୟବ୍ରତ ଦେହୁରୀ ଙ୍କ କବିତା ମା ପରି କିଏ ହେବ

Sunil Chandra Nayak

Leave a Comment

error: Content is protected !!