ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ବିଶ୍ଵବିଦ୍ୟାଳୟ ତରଫରୁ ଗୁଡହାଣ୍ଡି ଠାରେ ଜାତୀୟ ସେବା ଯୋଜନା ଦିବସ ପାଳିତ

 ଭବାନୀପାଟଣା ୨୪/୦୯ ( ମ ନି ସ) କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଏନ ଏସ ଏସ ବ୍ୟୁରୋ ପକ୍ଷରୁ ଐତିହାସିକ ଗୁଡହାଣ୍ଡିର ଡୋକରିଚଞ୍ଚରା ଠାରେ ଗ୍ରାମବାସୀ ଓ ସ୍ଵେଚ୍ଛାସେବୀ ମାନଙ୍କ ଗହଣରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଏସଡିପିଓ ଧିରଜ କୁମାର ଚୋପଦାର ଓ ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ଶ୍ରୀ ମନୋଜ ବେହେରା ଯୋଗଦେଇଥିଲେ । ଅନ୍ୟାନ୍ୟ ଅତିଥିଗଣ ମାନଙ୍କ ମଧ୍ୟରେ ପି.ଏସ. କଲେଜ, କୋକସରା ର ଅଧ୍ୟକ୍ଷ ଶ୍ରୀ ଗୁଣାକାର ପଣ୍ଡା, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ପ୍ରତାପ ଚନ୍ଦ୍ର ଦାସ, ଶ୍ରୀ ସାକେତ ନାରାୟଣ ବେହେରା, ଡ. କୈଲାଶ ଚନ୍ଦ୍ର ଦାସ, ଶ୍ରୀ ମୋହନ ଚରଣ ବିଶି, ଆଇ.ଆଇ.ସି. , କୋକସରା ଶ୍ରୀ ପ୍ରସନ୍ନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଏନ ଏସ ଏସ କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ଚିତ୍ତରଞ୍ଜନ ଖୁଣ୍ଟିଆ ପରିଚାଳନା କରିଥିଲେ । ଏହି ଅବସରରେ କୁଳପତି ପ୍ରଫେସର ଶତପଥୀ ଜାତୀୟ ସେବା ଯୋଜନାର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ । ତା ସହିତ ଭାରତ ସରକାରଙ୍କର ଏନ ଏସ ଏସ ଦ୍ଵାରା ସାରା ଭାରତରେ ଚଳିତ ମାସର କାର୍ଯ୍ୟକ୍ରମ (ପୋଷଣ ମାସ) ବିଷୟରେ ଗ୍ରାମବାସୀ ମାନଙ୍କୁ ସଚେତନା ମୂଳକ ବାର୍ତ୍ତା ପ୍ରଦାନ କରିଥିଲେ । ସେ ତାଙ୍କ ଆଲୋଚନା ରେ ଗ୍ରାମବାସୀ ମାନଙ୍କୁ ପୁଷ୍ଟିକର ଖାଦ୍ୟ ଖାଇବାର ଉପକାରିତା ବିଷୟରେ ବୁଝାଇଥିଲେ । ସଭା ଶେଷରେ ଶ୍ରୀ ଅରି ନଶନ ଚିନ୍ଦା, କାର୍ଯ୍ୟକ୍ରମ ଅଧିକାରୀ କୋକସରା ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ଆଇନ ଜାଣିଲେ ହିଁ ଆମେ ଘରୋଇ ହିଂସା ରୁ ନିଜକୁ ସୁରକ୍ଷିତ ରଖିପାରିବା

Sunil Chandra Nayak

ସତ୍ୟ ହେଲେ ସାଂଘାତିକ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort