ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଟଗାଁ ପଂଚାୟତ ରେ ରାଜନୈତିକ ହିଂସା କାଣ୍ଡ 

କାମାକ୍ଷାନଗର(ମ ନି ସ)୨୪/୦୯_  ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ବାଟଗାଁ ପଞ୍ଚାୟରେ ରେ ଦେଖା ଦେଇଛି ପଂଚାୟତ ନିର୍ବାଚନ ପରବର୍ତ୍ତୀ ରାଜନୈତିକ ହିଂସା lବିଶେଷ ସୂତ୍ର ରୁ ପ୍ରକାଶ ଯେ ଜିତିବା ସମର୍ଥକ ଙ୍କୁ, ମରଣାତ୍ମକ ଆକ୍ରମଣ କରିଛନ୍ତି ହାରିବା ସମର୍ଥକ |ସୂଚନା ମୁତାବକ ଗତ ପଂଚାୟତ ନିର୍ବାଚନ ରେ ବାଟ ଗାଁ ରେ ଦେଖିବାକୁ ମିଳିଥିଲା କଡା ଟକ୍କର |ଅଳ୍ପ ବ୍ୟବଧାନ ରେ ବିଜୟୀ ହୋଇଥିଲେ ବର୍ତମାନ ର ସରପଞ୍ଚ |ଯାହାକୁ ସହଜ ରେ ଗ୍ରହଣ କରି ପାରିନାହାନ୍ତି ପରାଜୟ ସମର୍ଥକ |ତେଣୁ ଏ ନେଇ ବାରମ୍ବାର ଜିତିବା ସମର୍ଥକ ଙ୍କୁ ମରଣାତ୍ମକ ଆକ୍ରମଣ କରୁଥିବା ଅଭିଯୋଗ କରିଛନ୍ତି ଆକ୍ରମଣ ର ଶିକାର ହୋଇଥିବା ଜିତିବା ସମର୍ଥକ |ତେବେ ଏ ନେଇ ଥାନା ରେ ଲିଖିତ ଅଭିଯୋଗ କରିଥିବା ବେଳେ, ସେ ଗୁରୁତର ଭାବେ କାମାକ୍ଷାନଗର ଉପଖଣ୍ଡ ଚିକତ୍ସାଳୟ ଚିକିତ୍ସିତ ହେଉଛନ୍ତି |

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଖଡ଼ିଆଳ ପଂଚାୟତ ସମିତି ବୈଠକ, ବିଧାୟକ – ଅଂଚଳର ବିକାଶ ମୂଳକ କାର୍ଯ୍ୟ ତ୍ବରାନ୍ନିତ କରିବାକୁ ଆହ୍ବାନ

Sunil Chandra Nayak

ରାଜ୍ୟରେ ଅଛି ୪୮ଟି ପଞ୍ଜିକୃତ ୱେବ୍ ଚ୍ୟାନେଲ : ମନ୍ତ୍ରୀ ପ୍ରଦୀପ ଅମାତ

Sunil Chandra Nayak

ପୂର୍ବତନ ଜିଲ୍ଲା ଯୁବ ବିଜେଡି ଉପସଭାପତି ଙ୍କ ଗାଡ଼ି ଉପରକୁ ବୋମା ମାଡ 

Sunil Chandra Nayak

Leave a Comment

error: Content is protected !!