ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ କୁକୁଡ଼ା ଚାଷୀ ଙ୍କର ଜରୁରୀ କାଳୀନ ବୈଠକ

ଢେଙ୍କାନାଳ (ମ.ନି.ସ.)୨୪/୦୯  ଆଜି ଢେଙ୍କାନାଳ ବଳରାମ ମନ୍ଦିର ପ୍ରାଙ୍ଗଣରେ କୁକୁଡ଼ା ଚାଷି ମାନଙ୍କର ଏକ ଜରୁରୀ କାଳିନ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଦର ବ୍ଲକ ସଭାପତି ଶ୍ରୀ ସୁଶୀଲ କୁମାର ବେହେରା ଙ୍କ ତତ୍ୱାବଧାନରେ ଏହା ଅନୁଷ୍ଠିତ ହୋଇଯାଇଛି । ଏଠାରେ ପ୍ରତି ବ୍ଳକର ପଞ୍ଚାୟତ କୋ-ଅଡିନେଟର ଯୋଗ ଦେଇଥିଲା । ଆସନ୍ତ। ୩୦ ତାରିଖ ପରେ ସରକାର ଙ୍କର କମ୍ପlନୀ ଓ କୁକୁଡ଼ା ଚାଷିଙ୍କ ମଧ୍ୟରେ ଥିବା ଆଲୋଚନା ହେବାର ଅଛି ଏବଂ ଏହାର ପରିଣତ ଯାହା ନିଆଯିବା ତା ପରେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବାର ଅଛି ।

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜ ହସ୍ତୀଙ୍କ ରିପୋର୍ଟ

Related posts

ବିଶିଷ୍ଟ ସମାଜସେବୀ ସାଉଲ ସେନାପତି ଙ୍କ ଦେହାନ୍ତ

Sunil Chandra Nayak

ବଳଭଦ୍ରପୁର ପାଟଣାରେ ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ

Sunil Chandra Nayak

ପ୍ରସନ୍ନ ମଣ୍ଡଳ ଙ୍କ କବିତା ଦୁଇଟି ମିଶିଲେ ଏକ

Sunil Chandra Nayak

Leave a Comment

error: Content is protected !!