ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କିସାନ ସମାଜ ପ୍ରତିଷ୍ଠାତାଙ୍କ ବିୟୋଗ

ରାଉରକେଲା/ ଲାଠିକଟା ବ୍ଲକର ବଲଣ୍ଡା ନିବାସୀ ପାଣୁ ମାଝୀ(୮୫)ଙ୍କ ଆଜି ବିୟୋଗ ଘଟିଛି । କିସାନ ସମାଜ ସଂଗଠନର ସେ ଅନ୍ୟତମ ପ୍ରତିଷ୍ଠାତା ତଥା ବନବାସୀ କଲ୍ୟାଣ ଆଶ୍ରମର ପୂର୍ବତନ ସଭାପତି ଥିଲେ । ଆଜି ବୁର୍ଲା ମେଡିକାଲ୍ ରେ ତାଙ୍କ ର ଦେହାନ୍ତ ହେବାପରେ ତାଙ୍କ ପାର୍ଥିବ ଶରୀରକୁ ଅଣାଯାଇ ବେଦବ୍ୟାସ ଘାଟ ଠାରେ ଅନ୍ତିମ ସଂସ୍କାର କରାଯାଇଛି । କିସାନ ସମାଜର ବହୁ ବିଶିଷ୍ଟ ବ୍ୟକ୍ତି ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତା ମାନେ ଶେଷ ଦର୍ଶନ କରିବା ସହ ଶବାଧାରରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଡାବୁଗାଁ ଥାନା ରେ ନୂତନ ଆଇଆଇସି ଙ୍କ ଯୋଗଦାନ

Sunil Chandra Nayak

ବେଣୁ ଧର ସୁତାର ଙ୍କ କବିତା – ବସନ୍ତେ ରଙ୍ଗ ର ହୋଲି

Sunil Chandra Nayak

ଓଡ଼ିଶା ସବୁଜ ପତ୍ରିକା ମହିଳା ମହାସଂଘ , ଢେଙ୍କାନାଳ ଶାଖା ତରଫରୁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!