ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ଜୟନ୍ତୀ ପଟ୍ଟନାୟକ ଙ୍କୁ ଶବ୍ଦ ଶ୍ରଦ୍ଧାଞ୍ଜଳି

ଜୟନ୍ତୀ ପଟ୍ଟନାୟକ ଙ୍କୁ

  ଶବ୍ଦ ଶ୍ରଦ୍ଧାଞ୍ଜଳି

ଶୀତଳ ବହ୍ନି ଆଉ ଜଳିବନି
 କରି ଦେଲା ଧୂଆଁ ମୟ,
କୃଷ୍ଣ ଅବତାର କଥା ପୌରୁଷ ର
ଛାତିରେ ଭରିଲା କୋହ
ଶୁଖେନା ଆଖିର ଲୁହ l
ଏବେ ବି ମୁହୂର୍ତ୍ତ ହୁଏ ହୁରୁଗୁଣି
ସମାଜ ସେବିକା ଜୟନ୍ତିକା ଶଦ୍ଦ ଖଣି
 ଡାକି ଡାକି ଶିରୋମଣି ,
ମହାଭାବ ରତ ଛବି କେ ଅଙ୍କିବ
ଚାଳନା କରି ଲେଖନୀ ???

ନାୟକ ଅକ୍ଷୟ ରାଜହସ୍ତୀ

ଢେ଼ଙ୍କାନାଳ

Related posts

ବିଦାୟ ଓ ଅବସରକାଳିନ ସମ୍ବର୍ଦ୍ଧନା ସଭା

Sunil Chandra Nayak

ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ପ୍ରସଙ୍ଗ….ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ଶିକ୍ଷା ବିଭାଗ ଏବଂ ଓପିଏସସି ଉଲ୍ଲଙ୍ଘନ ଅଭିଯୋଗ

ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ହାଇସ୍କୁଲ, ରୁପ୍ରା ଠାରେ ବିଶ୍ୱ ସଂସ୍କୃତ ଦିବସ ପାଳନ 

Sunil Chandra Nayak

Leave a Comment

error: Content is protected !!