ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

୨୦୯ ମହିଳା ଗୋଷ୍ଠୀଙ୍କୁ ୪ କୋଟି ୬୮ ଲକ୍ଷ ଟଙ୍କାର ଋଣ ସହାୟତା

ବିଶ୍ବନାଥପୁରଠାରେ ବ୍ଲକସ୍ତରୀୟ ମିଶନଶକ୍ତି ଋଣ ମେଳା ଅନୁଷ୍ଠିତ

ଲାଞ୍ଜିଗଡ଼,୨୯/୦୯(ମନିସ)- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରଠାରେ ଆଜି ବ୍ଲକସ୍ତରୀୟ ମିଶନ ଶକ୍ତି ମେଗା ଋଣମେଳା ଅନୁଷ୍ଠିତ ହୋଇଯାଇଛି ! ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ, ଓଡ଼ିଶା ଜୀବିକା ମିଶନ, ମିଶନଶକ୍ତି ଓ ବ୍ୟାଙ୍କ ଶାଖା ସମୁହର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏଇ ମେଗା ଋଣମେଳାରେ ବ୍ଲକର ୨୦୯ଟି ମହିଳା ଗୋଷ୍ଠୀକୁ ରେକର୍ଡ ପରିମାଣର ୪ କୋଟି ୬୮ ଲକ୍ଷ ଟଙ୍କାର ଋଣ ସହାୟତା ପ୍ରଦାନ କରାଯାଇଥିଲା ! ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଇ ମେଗା ଋଣମେଳାରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ସିଡିପିଓ ବିଜୟଶ୍ରୀ ସିଂହଦେଓ, ଜିଲ୍ଲା ପରିଷଦ ସଦସ୍ୟା ଅଞ୍ଜଳି ମାଝୀ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଲାଞ୍ଜିଗଡ଼ର ଶାଖା ପରିଚାଳକ ଫ୍ରାଙ୍କଲିନ୍ ମିଞ୍ଜ, ବେନଗାଁ ଏସ୍ ବିଆଇ ଶାଖା ପରିଚାଳକ ଅନୁପ ସୋରେନ୍, ମୁଷାନାଳ ଏସ୍ ବିଆଇ ଶାଖା ପରିଚାଳକ ଶଙ୍ଖଚରଣ ବେଶ୍ରା, ବିଶ୍ବନାଥପୁର ଏସ୍ ବିଆଇ ଶାଖା ପରିଚାଳକ ଅନୀଲ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ ! ଓଡ଼ିଶା ଜୀବିକା ମିଶନର ବିପିଏମ୍ ସଞ୍ଜୀବ କୁମାର କହଁର ଓ ମିଶନଶକ୍ତିର ବିପିସି ଜାଭେଦ ଇକୱାଲ ଖାନ୍ ସଭା ପରିଚାଳନା କରିଥିବାବେଳେ ମିଶନଶକ୍ତିର ବିପିଏ ଯୋଗେଶ୍ବର ସାଗର, ଓରମାସର ଏସ୍ ଡିସି ଅୟସକାନ୍ତ ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ! ଏଇ ଅବସରରେ ବେନଗାଁ ଏସବିଆଇ ଶାଖା ତରଫରୁ ୧୩୨ଟି ମହିଳା ଗୋଷ୍ଠୀଙ୍କୁ ସର୍ବାଧିକ ୨ କୋଟି ୬୪ ଲକ୍ଷ ଟଙ୍କାର ଋଣ ସହାୟତା ପ୍ରଦାନ କରାଯାଇଥିବାବେଳେ ବିଶ୍ବନାଥପୁର ଏସବିଆଇ ଶାଖା ତରଫରୁ ୩୫ଟି ମହିଳା ଗୋଷ୍ଠୀଙ୍କୁ ୧ କୋଟି ୫ ଲକ୍ଷ ଟଙ୍କା, ମୁଷାନାଳ ଏସବିଆଇ ଶାଖା ତରଫରୁ ୨୬ ମହିଳା ଗୋଷ୍ଠୀଙ୍କୁ ୬୫ ଲକ୍ଷ ଟଙ୍କା, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଲାଞ୍ଜିଗଡ଼ ଶାଖା ତରଫରୁ ୮ ମହିଳା ଗୋଷ୍ଠୀଙ୍କୁ ୨୪ ଲକ୍ଷ ଟଙ୍କା, ୟୁଜିବି ଲାଞ୍ଜିଗଡ଼ରୋଡ଼ ଶାଖା ତରଫରୁ ୫ ଟି ଗୋଷ୍ଠୀକୁ ୭ ଲକ୍ଷ ଟଙ୍କା, ଭବାନୀପାଟଣା ସିଣ୍ଡିକେଟ୍ ବ୍ୟାଙ୍କ ଶାଖା ତରଫରୁ ୩ଟି ମହିଳା ଗୋଷ୍ଠୀଙ୍କୁ ୩ ଲକ୍ଷ ଟଙ୍କାର ଋଣ ସହାୟତା ପ୍ରଦାନ କରାଯାଇଥିଲା ! ଏଇ ଅବସରରେ ବ୍ଲକର ୨୬ ଗୋଟି ପଞ୍ଚାୟତ ଅଞ୍ଚଳର ଏମ୍ ବିକେ, ବ୍ୟାଙ୍କମିତ୍ରଙ୍କ ସମେତ ମିଶନଶକ୍ତିର ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଧର୍ମ ପରାୟଣା ମହିଳାଙ୍କ ପରଲୋକ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ସ୍ମୃତି

Sunil Chandra Nayak

ବରଫ ଝଡ଼ର ସାମ୍ନା କରି ହାଂପ୍ତା ପାସ ଅରୋହଣ କଲେ ଚବିଶି ଜଣ ଓଡ଼ିଆ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort