ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରିଲୋଚନ ପାଢ଼ୀ ଙ୍କ କବିତା ଶବ୍ଦ ସମୁଦ୍ର

ଶବ୍ଦ ସମୁଦ୍ର

ତ୍ରିଲୋଚନ ପାଢ଼ୀ 

(ଶିକ୍ଷକ )
ଶବ୍ଦରେ ଶବ୍ଦରେ 
ଲେଖି ହୋଇଯାଏ 
ସାହିତ୍ୟିକ ମନ କଥା 
ଗଦ୍ୟ ପଦ୍ୟ ହୋଇ 
ସାହିତ୍ୟର ଲେଖା 
ଶବ୍ଦର ମାଳରେ ଗୁନ୍ଥା l
ଲେଖନୀ ମୁନରେ 
ଶବ୍ଦର ଝଙ୍କାର 
ସାହିତ୍ୟ ସୃଜନ ବଳେ 
ସମାଜର ସବୁ 
ଘଟଣାବଳୀର 
ସ୍ୱର ଉତ୍ତୋଳନ କରେ l
ଶବ୍ଦ ସମୁଦ୍ରରେ 
ଶବ୍ଦର ସମ୍ଭାର 
ମା ବାଗ୍ଦେବୀ ବୀଣା ଝଙ୍କାର 
ସୃଜନୀ ଶକ୍ତିରେ 
ବିକଶିତ ହୁଏ 
ଅମୃତର ଶବ୍ଦ 
ନଥାଏ ତା ପଟାନ୍ତର l
ସମ୍ପାଦକ, ସମ୍ବାଦ ସାହିତ୍ୟ ଘର, ନାଉଗାଁ 
ସା, ପୋ :-ନନ୍ଦିଗ୍ରାମ 
ଭାୟା :-ନାଉଗାଁ ହାଟ 
ଜିଲ୍ଲା :-ଜଗତସିଂହପୁର 

Related posts

ଇନ୍ଦିରା ଗାନ୍ଧୀଙ୍କୁ ମନେ ପକାଇଲେ କୋକସରା ବ୍ଲକ କଂଗ୍ରେସ କର୍ମକର୍ତ୍ତା

Sunil Chandra Nayak

କଳାହାଣ୍ଡି   ପୌର ନିର୍ବାଚନ -: ୧୯ ଜଣ ଚେୟାମେନ୍ ଓ ୧୯୦ କାଉନସିଲର ପ୍ରାର୍ଥୀଙ୍କ  ଭାଗ୍ୟ ପରୀକ୍ଷା ହେବ 

Sunil Chandra Nayak

ବିଦ୍ୟାଳୟ ସ୍ତରରେ କ୍ରୀଡାପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!