ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗିରିରାଜ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ ଓ ଦାନ ଉତ୍ସବ କାର୍ଯ୍ୟକ୍ରମ

ଢେ଼ଙ୍କାନାଳ (ମ.ନି.ସ.) ୦୧/୧୦_ ଆଜି ଗିରିରାଜ ସ୍ଵେଚ୍ଛାସେବୀ ଅନୁଷ୍ଠାନ ତରଫରୁ ମେରାମଣ୍ଡଳୀ ରେଳ ଷ୍ଟେସନ ଓ ସରକାରୀ ଡାକ୍ତରଖାନା ପରିସର ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଓ ଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ସ୍ୱଚ୍ଛ ପରିବେଶ ସୃଷ୍ଟି କରିବା ତତ୍ ସହ ସବୁଜ ସୁନ୍ଦର ସୁସ୍ଥ ସମାଜ ଗଠନ ପାଇଁ ସଭିଏଁ ଶ୍ରମ ଦାନ ପୂର୍ବକ ଆଗ୍ରହ ପ୍ରକାଶ କରିବା ଏକାନ୍ତ ଆବଶ୍ୟକ l ଏହିଭଳି ମହତ୍ ଉଦ୍ଦେଶ୍ୟ ନେଇ ସମାଜ କୁ ଏକ ନୂତନ ବାର୍ତ୍ତା ଟିଏ ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ସଭାପତି ସଂଜୟ କୁମାର ସାହୁ, ପର୍ବତାରୋହୀଣି ବିଭାରାଣୀ ପାତ୍ର, ଅରୁଣ କୁମାର ବେହେରା, ମନୋଜ କୁମାର ବେହେରା ଓ ଅନୁଷ୍ଠାନର ସମସ୍ତ କର୍ମକର୍ତା ଅଂଶଗ୍ରହଣ କରି କାର୍ଯ୍ୟକ୍ରମ କୁ ସଫଳ କରିଛନ୍ତି।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ରାଇରଙ୍ଗପୁରରେ ପୂଜା ବିଶେଷାଙ୍କ ତ୍ରୈମାସିକ ପତ୍ରିକା ‘ମାଳିନୀ’ଲୋକାର୍ପିତ 

Sunil Chandra Nayak

ରାଜପୁତ କ୍ଷତ୍ରିୟ ପାଇକ ସମାଜ ପଶ୍ଚିମ ମଣ୍ଡଳ ର ଦଶମ ମହାସଭା

Sunil Chandra Nayak

ମ.ରାମପୁର ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ମୃତ

Sunil Chandra Nayak

Leave a Comment

error: Content is protected !!