ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିକୁଞ୍ଜ କୁମାର ଘୋଷ ଙ୍କ କବିତା ପାର୍ବଣେ ନବଦୁର୍ଗା 

ପାର୍ବଣେ ନବଦୁର୍ଗା 

 
ଶରତ ଋତୁର କାଶତଣ୍ଡୀ ଫୁଲେ 
ମାଆଙ୍କର ଆଗମନ
ପାର୍ବଣେ ନବଦୁର୍ଗାଙ୍କୁ ପାଇ ମିଳେ 
ଉଲ୍ଲାସିତ ଏ ଜୀବନ ।।
ଭିନ୍ନ ଭିନ୍ନ ନାମେ ମାଆ ପରିଚିତ 
ଭକତଙ୍କ ପାଖେ ସିଏ 
ଦୁର୍ଗତି ନାଶି ଯିଏ ସୁଖ ବାଣ୍ଟି ଦିଏ 
ନବଦୁର୍ଗା ଆଉ କିଏ ??
ପାର୍ବଣେ ନବଦୁର୍ଗାଙ୍କ ଆରଧନା 
ଜଗତେ ମିଳଇ ମୁକ୍ତି 
ଦୁଷ୍ଟଙ୍କୁ ନାଶି ଧରମ ପ୍ରତିଷ୍ଠାରେ 
ଭକତଙ୍କୁ ମିଳେ ଶାନ୍ତି ।।
       

ନିକୁଞ୍ଜ କୁମାର ଘୋଷ 

ସା-ମାଧବପୁର ପୋ-ଲକ୍ଷ୍ମଣନାଥ
 ଥାନା-ଜଳେଶ୍ୱର ଜିଲ୍ଲା-ବାଲେଶ୍ବର ଓଡିଶା ପିନ୍-756032 

Related posts

ଅସହାୟ ର ସାହାରା ହେଲେ ‘ଯୁବଶକ୍ତି ‘ର ଅଧ୍ୟକ୍ଷ ହିମାଂଶୁ ଭୂଷଣ

Sunil Chandra Nayak

ବ୍ଲକ ସ୍ତରିୟ ଶିଶୁ ସୁରକ୍ଷା କମିଟିର ପ୍ରଶିକ୍ଷଣ

Sunil Chandra Nayak

ରାହୁଲ ଗାନ୍ଧୀ ଙ୍କୁ ପୋଲିସ ର ବର୍ବରତା କୁ ବିରୋଧ କରି ଜିଲ୍ଲା ଯୁବ କଂଗ୍ରେସ ର ବିକ୍ଷୋଭ

Sunil Chandra Nayak

Leave a Comment

error: Content is protected !!