ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ୟବସାୟୀଙ୍କ ଘରୁ ଲୁଟ୍ 

 କାମାକ୍ଷା ନଗର(ମ ନି ସ)୦୭/୧୦_ପରଜଙ୍ଗ ର ବିନୟ କୁମାର ସାହୁ ଙ୍କ ଘରୁ ଗତକାଲି ଲୁଟ ହୋଇଥିବା ର ଅଭିଯୋଗ ହୋଇଛି । ବ୍ୟବସାୟୀଙ୍କ କହିବା ଅନୁଯାୟୀ ଦୋକାନ ରୁ ଆସି ପୁରୁଣା ଘରକୁ ଯାଇଥିବା ବେଳେ ୬ ଜଣ ଦୁର୍ବୃତ୍ତ ପିସ୍ତଲ ଏବଂ ମାରଣାସ୍ତ୍ର ଧରି ସିଡ଼ି ଘର ବାଟ ଦେଇ ଘରେ ପ୍ରବେଶ କରିଥିଲେ ।ଘରେ ତାଙ୍କ ସ୍ତ୍ରୀ ଏବଂ ଝିଅ ଙ୍କୁ ଗୋଟେ ଘରେ ବନ୍ଦୀ କରି ଘରୁ ପ୍ରାୟ ୭ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଏବଂ ସୁନା ଗହଣା ଲୁଟି ନେଇଛନ୍ତି । ଘଟଣା ସ୍ଥଳରେ କାମାକ୍ଷାନଗର ଏସଡିପିଓ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।ତେବେ ଥାନା ଠାରୁ ୫୦୦ ମିଟର ଦୂରରେ ଚୋରି ହୋଇଥିବାରୁ ଏବେ ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ହୋଇଛି ।

କାମାକ୍ଷନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଫୁଲବାଣୀ ଚା ଦୋକାନୀ ର ପୁଅ ହେବ ଡାକ୍ତର , ଲୋକଙ୍କ ର ସେବା ହେବ ତାଙ୍କର ବ୍ରତ

Sunil Chandra Nayak

ଶ୍ରୀମଦ୍ ଭଗବତ୍ ଗୀତାର ଏକାଦଶ ଅଧ୍ଯାୟର ସାରକଥା–୧୧

Sunil Chandra Nayak

ବେକରେ ଓଢଣୀ ଦେଇ ମହିଳାଙ୍କ ଆତ୍ମହତ୍ଯା

Leave a Comment

error: Content is protected !!