ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖାତିଗୁଡା ପୋଲିସ ର ୨ ଜୁଆ ଅଡ୍ଡା ଚଢ଼ାଉ : ୫୮୦୦ ଓ ତାସ କଟା ଜବତ

ତେନ୍ତୁଳିଖୁଣ୍ଟି – -୦୯/୧୦/୨୨- ନବରଙ୍ଗପୁର ଜିଲ୍ଲା ଖାତିଗୁଡା ପୋଲିସ ଗତକାଲି ରାତିରେ ଖାତିଗୁଡା ଥାନା ଅନ୍ତର୍ଗତ ବଙ୍ଗଲାଗୁଡା ଓ ଜଗନ୍ନାଥ ପୁର ର “ଦୁଇଟି ସ୍ଥାନରେ ଜୁଆ ଖେଳ ଚାଲିଥିବା ବେଳେ ଚଢ଼ାଉ କରି ତାସ କଟା ଓ ଟଙ୍କା ଜବତ କରି ଦୁଇଟି ଭିନ୍ନ ଭିନ୍ନ ମାମଲା ରୁଜୁ କରିଛି। ବଙ୍ଗଳା ଗୁଡା ରୁ 4420 ଓ 1380 ଟଙ୍କା ଜଗନ୍ନାଥ ପୁର ରୁ ଜବତ କରିଛି। ବଙ୍ଗଳା ଗୁଡା ରେ 9 ଜଣ ଓ ଜଗନ୍ନାଥପୁର ରେ 3 ଜଣ ଙ୍କ ନାମରେ କେଶ ରୁଜୁ କରିଛି। ଦୁଇଟି ଯାକ ଜୁଆ ଖେଳ ସ୍ଥାନରୁ କିଛି ଜୁଆଡି କୌଶଳକ୍ରମେ ଡେଇଁ ପଳେଇ ଥିବା ଜଣା ପଡ଼ିଛି। କେଶ ନମ୍ବର 88 ଓ 89 ରେ ମାମଲା ରୁଜୁ ହୋଇଛି। ଖାତିଗୁଡା ଆଇ ଆଇ ସି ଦୀପକ ଲେଙ୍କା ଙ୍କ ଏତାଦୃଶ ଅଞ୍ଚଳରେ ଜୁଆଡି ଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ତଥାପି ଆଜି କୁମାର ପୂର୍ଣ୍ଣିମା ରେ କେତେ ଜୁଆଡି ଧରା ପଡୁଛନ୍ତି କେତେ ଟଙ୍କା ଜବତ ହେଉଛି ଦେଖିବାକୁ ରହିଲା।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

 

Related posts

ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ରେ ସଚେତନତା କାର୍ମଶାଳା

Sunil Chandra Nayak

ମିନତି ଦାଶ ଙ୍କ କବିତା ପାର୍ବଣେ ବନଦୁର୍ଗା

Sunil Chandra Nayak

ସାଧନା ପଣ୍ଡା  ଙ୍କ କବିତା ବ୍ୟଥାର ଯମୁନା ତୀରେ .. !

Sunil Chandra Nayak

Leave a Comment

error: Content is protected !!