ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇଘର – ଉମରକୋଟ, ରାଇଘର – କୁନ୍ଦେଇ ରାସ୍ତା ଶୋଚନୀୟ 

ବାରମ୍ବାର ପେଚ୍‌ କାର୍ଯ୍ୟ ସହ ଦୁର୍ଘଟଣା ବୃଦ୍ଧି   

ରାଇଘର (ମ ନି ସ ) ୯/୧୦ ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରୁ ରାଇଘର ବ୍ଲକ ରାଇଘର ଠାରୁ କୁନ୍ଦେଇ ସଦର ମହକୁମା କୁ ସଂଯୋଗ କରୁଥିବା ୪୦ ନମ୍ବର ରାଜ୍ୟରାଜପଥର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ରାଇଘର ଜଗନ୍ନାଥ ମନ୍ଦିର ଠାରୁ ବେହେଡା ତାରିଣୀ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୧୫ କିଲୋମିଟର ରାସ୍ତା ଅତି ଶୋଚନୀୟ ହୋଇପଡ଼ିଛି। ବର୍ଷ ମଧ୍ୟରେ ଅନେକ ଥର ପେଚ ମରା କାର୍ଯ୍ୟ ହୋଇଥିବା ବେଳେ ବର୍ତ୍ତମାନ ତାହା ଉଠିଯାଇ ସ୍ଥାନେ ସ୍ଥାନେ ଖାଲ ହୋଇ ଯିବା ସହ ପେଚ ଗୁଡାକ ଉଠିଯାଇ ଥିବା ଦେଖିବାକୁ ମିଳିଛି l ରାଇଘର ଠାରୁ ବେହେଡା ଢ଼ାଇବେଡା ପର୍ଯ୍ୟନ୍ତ ରାସ୍ତା ଉପରେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇଛି l ସାଧାରଣ ଲୋକେ ନାନା ସମସ୍ୟାର ସମ୍ମୁଖିନ ହେଉଥିବା ବେଳେ ଯାତାୟତ ସମ୍ପୁର୍ଣ ବାଧାପ୍ରାପ୍ତ ହେଉଛି l ରାଇଘର ସଦର ମହକୁମା ରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଥିବାରୁ ଗୁରୁତର ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ହାଟଭରଣ୍ଡି ଓ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ର କୁ ସ୍ଥାନାନ୍ତରିତ ସମୟରେ ଅନେକ ସମସ୍ୟା ଦେଖିବାକୁ ମିଳୁଛି l ଲଗାତାର ଭାବେ ପୂର୍ତ୍ତ ବିଭାଗ ପକ୍ଷରୁ ପେଚ୍‌ କାର୍ଯ୍ୟ ହୋଇଥିଲେ ମଧ୍ୟ ତାହା ଉଠିଯାଇ ଗର୍ତ୍ତ ସୃଷ୍ଟି ହୋଇଛି l କୋଟି କୋଟି ଟଙ୍କାର ରାସ୍ତା ମରାମତି ହେଉଥିବା ଅଳ୍ପ ଦିନରେ ତାହା ଉଠିଯାଇ ରାସ୍ତା ବିପର୍ଯ୍ୟସ୍ତ ହେଉଛି l ନିମ୍ନ ମାନର କାର୍ଯ୍ୟ ସହ ବିଭାଗୀୟ ଅଧିକାରୀଙ୍କ ତଦାରଖ ଅଭାବରୁ ଏଭଳି ସମସ୍ୟା କ୍ରମାଗତ ଭାବେ ଦେଖିବାକୁ ମିଳୁଛି l ରାଇଘର- ଉମରକୋଟ ରାସ୍ତା ସମସ୍ୟା ଭଳି ରାଇଘର କୁନ୍ଦେଇ ମୁଖ୍ୟ ରାସ୍ତା ମଧ୍ୟ ସମାନ ଚିତ୍ର l ତେବେ ରାଇଘର -କୁନ୍ଦେଇ ମୁଖ୍ୟ ରାସ୍ତାର ସମସ୍ୟା ସାମ୍ନାକୁ ଆସିବା ପରେ ମଧ୍ୟ ବିଭାଗ ପକ୍ଷରୁ କେବଳ ମେଟାଲ ପଥର ଗୁଣ୍ଡ ପକାଇ ସମତୁଲ କରାଯାଇଥିଲା ବର୍ତମାନ ପୁଣି ଗର୍ତ୍ତ ସୃଷ୍ଟି ହୋଇଛି l ତେବେ କେବେ ସୁଧୁରିବ ରାସ୍ତାଘାଟ କେବେ ବଦଳିବ ୪୦ ନମ୍ବର୍ ରାଜ୍ୟ ରାଜପଥ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟରେ ନାନା ମତ ପ୍ରକାଶ ପାଇଛି l ଦୀର୍ଘ ବର୍ଷରୁ ଉକ୍ତ ରାସ୍ତା ମରାମତି ପରେ ମଧ୍ୟ ରାସ୍ତା ବିପର୍ଯ୍ୟସ୍ତ ହେଉଥିବା ବେଳେ ସରକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହେଉଛି ତଥାପି ଅଞ୍ଚଳବାସୀଙ୍କୁ ସ୍ଥାୟୀ ରାସ୍ତା ନିର୍ମାଣ ହୋଇ ପାରୁ ନାହିଁ l ତେବେ ଗୁରୁତ୍ବପୁର୍ଣ୍ଣ ବିଷୟ ହେଉଛି ବାରମ୍ବାର ଅର୍ଥ ବ୍ୟୟ ବରାଦ ହେବା ପରେ ମଧ୍ୟ ନିମ୍ନ ମାନର ରାସ୍ତା ନିର୍ମାଣ ସାଙ୍ଗକୁ ବିଭାଗୀୟ ଅଧିକାରୀଙ୍କ ତଦାରଖ ଅଭାବରୁ ଏଭଳି ସମସ୍ୟା ଦେଖା ଦେଇଛି l ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଅଞ୍ଚଳବାସୀ ନାନା ସମସ୍ୟାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି l କେବେ ସ୍ଥାୟୀ ସମାଧାନ ସହ ଭଲ ରାସ୍ତା ଅଞ୍ଚଳବାସୀ ପାଇବେ ଅପେକ୍ଷା କରି ବସିଛନ୍ତି l ରାଇଘର ବ୍ଲକର ୨୬ ଗୋଟି ପଞ୍ଚାୟତର ଦୁର୍ଗମ ଅଂଚଳ ସ୍ବାସ୍ଥ୍ୟ ସେବା କହିଲେ ଉମରକୋଟ କିମ୍ବା ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିସ୍ସାଳୟ ଉପରେ ନିର୍ଭର ରହିଥିବା ବେଳେ ରାଇଘର -ଉମରକୋଟ ମୁଖ୍ୟ ରାସ୍ତା ହି ସାହା ଭରସା ତେବେ ଦୀର୍ଘ ୧୫ କିଲୋ ମିଟର ନିମନ୍ତେ ଅଞ୍ଚଳବାସୀ ଛଟପଟ ହେଉଛନ୍ତି ତେଣୁ ଉକ୍ତ ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ସହ ସ୍ଥାନୀୟ ଲୋକ ପ୍ରତିନିଧି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ବିଧାୟକ ଓ ବିଡ଼ିଓ ତୃତୀୟ ପର୍ଯ୍ୟାୟ ରେ ରୂପାନ୍ତରିତ ହେବାକୁଥିବା ଉଚ୍ଚ ବିଦ୍ୟାଳୟ ସ୍ଥିତି ପରଖିଲେ ଓ ଏସ ଏମ ସି ସହ ଆଲୋଚନା

Sunil Chandra Nayak

ଭୁବନରେ ତ୍ରୀରଙ୍ଗା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Sunil Chandra Nayak

ସିଆରସିସି ପ୍ରେମଚାନ୍ଦ ବିଶିଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort