ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଙ୍ଗୋମୁଣ୍ଡା ଟେମରା ରାସ୍ତାରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର

କୋକସରା,୧୬/୧୦- (ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ନେଗିଗୁଡା ଗ୍ରାମର ଜଣେ ଚାଷୀ କୈଳାଶ ପଟେଲ (୩୬) କୋକସରା ରୁ କୀଟନାଶକ ଔଷଧ କିଣି ନିଜ ପୁତୁରା ବ୍ରଜ ପଟେଲ ସହ ନିଜ ଗାଁ କୁ ଫେରୁଥିଲେ । ବଙ୍ଗୋମୁଣ୍ଡା ଟେମରା ରାସ୍ତାର ଏକ ବୁଲାଣିରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଚିଲିଗୁଡା ଗ୍ରାମର ବିଦ୍ୟା ନାଗ (୨୩)ର ବାଇକ ନମ୍ବର ଓଡ଼ି ୨୪ – ୧୭୪୨ ଓ ଓଡ଼ି ୦୮ ଇ ୬୫୮୪ ନମ୍ବର ର ବାଇକ୍ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଅନ୍ୟ ପଛରେ ବସିଥିବା କୈଳାଶ ପଟେଲ ଙ୍କ ଗୋଡ଼ ଭାଙ୍ଗି ଯାଇଥିଲା । ସ୍ଥାନୀୟ ଲୋକେ ଯୁବକଙ୍କୁ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଭବାନୀପାଟଣା କୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ବାଇକରେ ଥିବା ଯୁବକ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ କୋକସରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ହୋଇଥିବା ୨ ବାଇକକୁ ଜବତ କରିଛି। ତେବେ ଗୁରୁତର କୈଳାଶ ପଟେଲ ଜଣେ ଚାଷୀ ଓ ସେ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ଦୁର୍ଘଟଣାରେ ଗୋଡ଼ ଭାଙ୍ଗିବା ପରେ ପରିବାର ବେସାହାରା ହୋଇ ପଡିଛନ୍ତି। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଯୁବକ କୋକସରା ବିଦେଶୀ ମଦ ଦୋକାନର କର୍ମଚାରୀ ଓ କୁଳେରଗୁଡା କୁ ମଦ ଡେଲିଭରି କରି ଫେରିବା ସମୟରେ ଦୁର୍ଘଟଣା କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। କୋକସରା ପୁଲିସ ଅଧିକାରୀ ପ୍ରସନ୍ନ ବେହେରା ଘଟଣାର ତଦନ୍ତ ଜାରି ରହିଥିବା ନେଇ ସୁଚନା ଦେଇଛନ୍ତି ।

Related posts

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀ ସ୍ଥାନ ସଂରକ୍ଷଣ

masiha

ମମତା ଶତପଥୀ ଙ୍କ କବିତା ବିରଳ ପ୍ରେମ

Sunil Chandra Nayak

ଜୀବନର ଲକ୍ଷ୍ୟ ପୂରଣରେ ସମୟର ସଦୁପୋଯୋଗ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort