ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ ଜିଲ୍ଲା ଆନ୍ତଃ ବିଦ୍ୟାଳୟ ବାଳିକା ,ବାଳକ ସପ୍ତଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ -୨୦୨୨ ସପ୍ତମ ଦିବସରେ ଉଦଯାପିତ 

ଢେଙ୍କାନାଳ : ତା.୧୭.୧୦(ମ ନି ସ) ଆଜି ଢେଙ୍କାନାଳ ଷ୍ଟାଡିୟମ ଠାରେ ଫିଫା ଦ୍ବାରା ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ବାଳିକା ଓ ବାଳକ ମାନଙ୍କର ଆନ୍ତଃ ବିଦ୍ୟାଳୟ ସ୍ତରୀୟ ସପ୍ତଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ -୨୦୨୨ର ସପ୍ତମ ଦିବସର କାର୍ଯ୍ୟକ୍ରମ କୋଭିଡ -୧୯ ନିୟମ ସବୁକୁ ଅନୁପାଳନ କରି ଉଦ୍ ଯାପିତ ହୋଇଯାଇଛି।ଏହି ଫୁଟ୍ ବଲ୍ ଟୁର୍ଣ୍ଣାମେଣ୍ଟ ତା.୧୧.୧୦ ରିଖ ମଙ୍ଗଳବାର ଠାରୁ ଆରମ୍ଭ ହୋଇ ତା.୧୭.୧୦ ରିଖ ସୋମବାର ଦିନ ଫାଇନାଲ ମ୍ୟାଚ୍ ହୋଇ ପରିସମାପ୍ତ ହୋଇଛି। ଆଜି ଏହାର ସପ୍ତମ ତଥା ଅନ୍ତିମ ଦିବସରେ ଦିବା ଦଶ ଘଟିକା ସମୟରେ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଢ଼େଙ୍କାନାଳ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତନ୍ମୟ କୁମାର ଦରୱାନ ‘ ଢ଼େଙ୍କାନାଳ ଜିଲ୍ଲା ରେ କ୍ରୀଡ଼ା ହିଁ ହେଉଛି କ୍ରୀଡ଼ା ପ୍ରେମୀ ମାନଙ୍କର ପ୍ରାଣ ଓ କ୍ରୀଡ଼ା କ୍ଷେତ୍ରରେ ଢ଼େଙ୍କାନାଳ ଜିଲ୍ଲା ପ୍ରମୁଖ ଭୂମିକା ନିର୍ବାହ କରୁଛି ‘ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରକାଶ କରିଥିଲେ। ଅନ୍ୟତମ ସମ୍ମାନିତଅତିଥି ଭାବରେ ଢ଼େଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି ,ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ ପ୍ରାକ୍ତନ ଯୁଗ୍ମ ନିର୍ଦ୍ଦେଶକ ଗିରିଜା ଶଙ୍କର ମହାନ୍ତି, ପ୍ରାକ୍ତନ ଶାରୀରିକ ଶିକ୍ଷା ନିରୀକ୍ଷକ ଜୟକୃଷ୍ଣ ପଟ୍ଟନାୟକ,ଢ଼େଙ୍କାନାଳ ଆଇ.ପି. ଇ. ଦାୟିତ୍ଵରେ ଥିବା ତଥା ଯୋରନ୍ଦା ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗଗନ ବିହାରୀ ନାୟକ,ଢେଙ୍କାନାଳ ସଦର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ ,ବି. ଇ. ଓ ସଦର , ସୁଲକ୍ଷଣା ଦେବୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତଥା କଙ୍କଡ଼ାହାଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ମିନତି ଦେହୁରୀ, ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢ଼େଙ୍କାନାଳର ବରିଷ୍ଠ ଶିକ୍ଷକ ତଥା ମୁଖ୍ୟ ମିଡିଆ ପ୍ରଭାରୀ ଡ଼ା. ଦେବୀ ପ୍ରସାଦ ମିଶ୍ର,ଢ଼େଙ୍କାନାଳ ହକି କୋଚ୍ ଫ୍ଲୋରେସିଆ ଏକା,ଢ଼େଙ୍କାନାଳ ଜିଲ୍ଲା କ୍ରୀଡ଼ା ସଂଘ, ଉପସଭାପତି ପ୍ରେମାନନ୍ଦ ବିହାରୀ, ସଞ୍ଜୟ ଭଞ୍ଜ ଓ ଅଜୟ କୁମାର ପଟ୍ଟନାୟକ,ଢ଼େଙ୍କାନାଳ ଷ୍ଟାଡିୟମରେ ଥିବା ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଛାତ୍ରାବାସ ଦାୟିତ୍ଵରେ ଥିବା ଅଧିକାରୀ ତଥା କ୍ରୀଡାବିତ୍ ଶ୍ରୀକାନ୍ତ ନାୟକ,ଜାତୀୟ ଖୋ – ଖୋ ଖେଳାଳି, ଅଜୟ ଚରଣ ପଟ୍ଟନାୟକ,ବରିଷ୍ଠ ଆଥଲେଟ୍ ,ରଞ୍ଜନ କୁମାର ସାହୁ, ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ପ୍ରାକ୍ତନ ବରିଷ୍ଠ ଶିକ୍ଷକ ତଥା ସର୍ଦ୍ଦାର ପଟେଲ ହାଇସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ସଚ୍ଚିଦାନନ୍ଦ ତ୍ରିପାଠୀ, ପ୍ରାକ୍ତନ ବରିଷ୍ଟ କ୍ରୀଡ଼ା ଶିକ୍ଷକ ଅକ୍ଷୟ କୁମାର ପଣ୍ଡା, ପ୍ରଶାନ୍ତ କୁମାର ଧଳ ଓ ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ସନ୍ତୋଷ କୁମାର ପରିଡ଼ା ପ୍ରାକ୍ତନ ଫୁଟବଲ୍ ଖେଳାଳି ବିନୟ ରାଉତ ଯୋଗଦାନ କରି କ୍ରୀଡ଼ାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ । ରାଜ୍ୟ ତଥା ଜିଲ୍ଲା ସ୍ତରରେ ଛାତ୍ରୀ ଛାତ୍ରଙ୍କ ମଧ୍ୟରେ ଫୁଟ୍ ବଲ୍ ପ୍ରତି ଆଗ୍ରହ ଓ ଉତ୍ସାହ ସୃଷ୍ଟି କରିବା ଓ ଲୋକପ୍ରିୟତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ ଫୁଟ୍ ବଲ୍ ଫର୍ ସ୍କୁଲ୍ ‘ ଅର୍ଥାତ୍ ‘ ବିଦ୍ୟାଳୟ ପାଇଁ ଫୁଟ୍ ବଲ୍ ‘ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଓଡ଼ିଶା ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ମିଳିତ ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରତ୍ୟେକ ଦିନ ପରି ମଞ୍ଚାସୀନ ଅତିଥିମାନେ ଶତାୟୁ, ବ୍ରଜନାଥ ବଡ଼ଜନା ଉଚ୍ଚ ବିଦ୍ୟାଳୟ,ଢ଼େଙ୍କାନାଳର ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କୁ ଓ ପାଞ୍ଚ ଜଣ ଫୁଟ୍ ବଲ୍ ଖେଳାଳି ଛାତ୍ରଙ୍କୁ ସୁଲକ୍ଷଣା ଦେବୀ ଉଚ୍ଚ ବିଦ୍ୟାଳୟ ଆଦିର ପ୍ରଧାନ ଶିକ୍ଷୟିତ୍ରୀ, ପ୍ରଧାନ ଶିକ୍ଷକ, ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରୀ,ଛାତ୍ରମାନଙ୍କୁ ଓଡ଼ିଶା ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଦତ୍ତ ପ୍ରତ୍ୟେକ ବିଦ୍ୟାଳୟକୁ ୫ ଗୋଟି ଲେଖାଏଁ ଫୁଟ୍ ବଲ ସବୁକୁ ବଣ୍ଟନ କରିଥିଲେ। ଓଡିଶା ସରକାର ଢେଙ୍କାନାଳ ଜ଼ିଲ୍ଲା କୁ ୧୨୮୦ ଗୋଟି ଫୁଟବଲ ପ୍ରଦାନ କରିଥିଲେ ଏହାକୁ ୨୬୬ ଟି ବିଦ୍ୟାଳୟ ମଧ୍ୟରେ ଭାଗ କରି ଅତିଥି ଓ ବିଦ୍ୟାଳୟ ପରିଚାଳନା କମିଟି (ଏସ. ଏମ. ସି) ର ସଦସ୍ୟା ସଦସ୍ୟ ମାନଙ୍କ ଦ୍ଵାରା ବଣ୍ଟନ କରାଯାଇଥିଲା । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଢ଼େଙ୍କାନାଳ ଜିଲ୍ଲାପରିଷଦ ଅଧକ୍ଷା ଅର୍ଚ୍ଚନା ପୁହାଣ ଯୋଗଦାନ କରି ‘କ୍ରୀଡ଼ା କ୍ଷେତ୍ରରେ ବିଜୟ ହାସଲ କରି ପାରିବାର ସୂତ୍ର ହିଁ ଜୀବନ ଯୁଦ୍ଧରେ ଜିତିବା ପାଇଁ ପ୍ରେରଣା ଯୋଗାଇଥାଏ’ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଆରକ୍ଷୀ ଅଧିକ୍ଷକ ଏଲ୍. ଦିଭ୍ୟା. ଭି , ଢ଼େଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ ପ୍ରମୁଖ ଯୋଗଦାନ କରି ଛାତ୍ରୀ ଛାତ୍ର ମାନେ କ୍ରୀଡ଼ାକୁ ନିଜ ଜୀବନର ଏକ ମୁଖ୍ୟ କାର୍ଯ୍ୟ ଭାବରେ ବିବେଚନା କରି ଉତ୍ତମ ସ୍ୱାସ୍ଥ୍ୟର ଅଧିକାରୀ ହୋଇ ଦୀର୍ଘ ନିରାମୟ ଶାନ୍ତିପୂର୍ଣ୍ଣ ସଫଳ ଜୀବନ ଯାପନ କରି ପାରିବେ ବୋଲି ସ୍ଵୀୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ମଞ୍ଚାସିନ ଅତିଥି ମାନେ ୧-୦ ଗୋଲ୍ ରେ ବିଜୟୀ ହୋଇଥିବା କଙ୍କଡ଼ାହାଡ଼ ବ୍ଲକ୍ ବାଳକ ବିଭାଗକୁ ଓ ୨-୦ ଗୋଲ୍ ରେ ବିଜୟୀ ହୋଇଥିବା କାମାକ୍ଷାନଗର ବ୍ଲକ୍ ବାଳିକା ବିଭାଗକୁ ଚମ୍ପିୟାନ ଓ କାମାକ୍ଷାନଗର ବ୍ଲକ୍ ବାଳକ ବିଭାଗକୁ ଓ କଙ୍କଡ଼ାହାଡ଼ ବ୍ଲକ୍ ବାଳିକା ବିଭାଗକୁ ରନର୍ସଅପ୍ ଟ୍ରଫି ପ୍ରଦାନ କରିଥିଲେ।

ଢେଙ୍କାନାଳ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରସାଦ ପରିଡ଼ା ଉଭୟ ଉଦଘାଟନୀ ଓ ଉଦ୍ ଯାପନୀ ଉତ୍ସବରେ ଅତିଥି ପରିଚୟ ପ୍ରଦାନ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ।ଢେଙ୍କାନାଳ ଜିଲ୍ଲା ସ୍କୁଲ୍ ସ୍ପୋର୍ଟସ ଆସୋସିଏସନର ସହ ସମ୍ପାଦକ ତଥା ବରିଷ୍ଠ କ୍ରୀଡ଼ା ଶିକ୍ଷକ ନରେଶ କୁମାର ମହାରଣା ମଞ୍ଚାସୀନ ଅତିଥି ମାନଙ୍କୁ ଖେଳାଳୀ ମାନଙ୍କ ସହିତ ପରିଚୟ ପ୍ରଦାନ ଓ କର ମର୍ଦ୍ଦନ କରାଇଥିଲେ। ଅନ୍ୟତମ କ୍ରୀଡ଼ା ଶିକ୍ଷକ ବିପିନ ବିହାରୀ ସାହୁ ଘୋଷକ ଭାବରେ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରି ଫୁଟ୍ ବଲ ମ୍ୟାଚ୍ ଗୁଡ଼ିକର ସମ୍ପୂର୍ଣ୍ଣ ସୁନ୍ଦର ଜୀବନ୍ତ ରୋମାଞ୍ଚକର ଧାରାବିବରଣୀ ପ୍ରଦାନ କରିଥିଲେ। ଢେଙ୍କାନାଳ ଜିଲ୍ଲା କ୍ରୀଡ଼ାସଂଘର ସମ୍ପାଦକ ନଳିନୀ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ଆଜିର ବାଳିକା ମାନଙ୍କର ବିଭିନ୍ନ ଦଳମଧ୍ୟରେ ପ୍ରଥମ ଫୁଟ୍ ବଲ ଫାଇନାଲ ମ୍ୟାଚ୍ କାମାକ୍ଷା ନଗର ବ୍ଲକ୍ ବାଳିକା ଓ କଙ୍କଡ଼ାହାଡ଼ ବ୍ଲକ୍ ବାଳିକା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ କାମାକ୍ଷାନଗର ଦଳର ଖେଳାଳି ମାନେ ଆକର୍ଷଣୀୟ ଦୁଇଟି ଗୋଲ୍ ମାରି ୨-୦ ଗୋଲରେ କାମାକ୍ଷାନଗର ବାଳିକା ଦଳକୁ ବିଜୟର ସ୍ଵାଦ ଚଖାଇଥିଲେ ଓ ଚମ୍ପିୟାନ ହେବାର ଗୌରବ ଅର୍ଜନ କରାଇଥିଲେ। ଆଜିର ଦ୍ବିତୀୟ ଫୁଟ୍ ବଲ ଫାଇନାଲ ମ୍ୟାଚ୍ କଙ୍କଡ଼ାହାଡ଼ ବାଳକ ଦଳ ଓ କାମାକ୍ଷା ନଗର ବାଳକ ଦଳ ମଧ୍ୟରେ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇ ଥିଲା। କଙ୍କଡ଼ାହାଡ଼ ବ୍ଲକ୍ ବାଳକ ଦଳର ଏକପାଖିଆ ଚାପ ଓ ଖେଳାଳି ମାନଙ୍କର ଅତ୍ୟନ୍ତ ଦମଦାର ଗୋଟିଏ ମାତ୍ର ଗୋଲ୍ କୁ ପ୍ରତିହତ କରି ପ୍ରତିପକ୍ଷ କାମାକ୍ଷାନଗର ବ୍ଲକ୍ ବାଳକ ଦଳ ଖେଳ ଶେଷ ସୁଦ୍ଧା କୌଣସି ଗୋଲ୍ ଦେଇ ନପାରି ଚାପଗ୍ରସ୍ତ ହୋଇ ଧରାଶାୟୀ ହୋଇ ପରାସ୍ତ ହୋଇଥିଲେ ଓ କଙ୍କଡ଼ାହାଡ଼ ବ୍ଲକ ବାଳକ ଦଳ ୧-୦ ଗୋଲ୍ ରେ ନିଜର ଆକର୍ଷଣୀୟ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ ଜାରିରଖି ଆଜି ଫାଇନାଲ ମ୍ୟାଚ୍ ରେ ବିଜୟୀ ହୋଇ ଚମ୍ପିୟାନ ହେବାର ବିରଳ ଗୌରବ ଅର୍ଜନ କରିବାକୁ ସକ୍ଷମ ହୋଇଥିଲେ। ଏହି ବାଳିକା ଓ ବାଳକ ଦଳଗୁଡ଼ିକ ମଧ୍ୟରେ ଅନୁଷ୍ଠିତ ଫାଇନାଲ ଫୁଟ୍ ବଲ ମ୍ୟାଚ୍ ଗୁଡ଼ିକୁ ନିରପେକ୍ଷ ରେଫରୀ ଭାବରେ କ୍ରୀଡ଼ା ଶିକ୍ଷକ ଅନିଲ ପ୍ରସାଦ ନନ୍ଦ, ସାଗର ରାଉତ , ଅଶୋକ କୁମାର ସ୍ବାଇଁ, ସୁବ୍ରତ କୁମାର ମିଶ୍ର, ସୁଶିଲ କୁମାର ପଣ୍ଡା, ଦୁଷ୍ମନ୍ତ ସେଠୀ, ସୁନିଲ୍ ପଟ୍ଟନାୟକ,ସାଗର ରାଉତ,ରାମକୃଷ୍ଣ ବେହେରା, ଉମେଶ ଦାସ, ଲକ୍ଷ୍ମଣ ନାୟକ, ପ୍ରଭାସ ମହାନ୍ତି, ସାଗର ରାଉତ, ପରମାନନ୍ଦ ସୁବୁଦ୍ଧି, ଦୁଲା ରାମ ମୁର୍ମୁ , ନରେନ୍ଦ୍ର ଗୋଚ୍ଛାୟତ, ସୁଶାନ୍ତ ନାଥ,ବାନାର୍ଜୀ ମହାନ୍ତି ପ୍ରମୁଖ ସୁପରିଚାଳନା କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଢେଙ୍କାନାଳ ସଦର ବ୍ଲକ ବିଭିନ୍ନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ପ୍ରଧାନ ଶିକ୍ଷୟିତ୍ରୀ ମିନତି ଦେହୁରୀ, ଅରବିନ୍ଦ ତ୍ରିପାଠୀ, ସନ୍ତୋଷ ପାଣିଗ୍ରାହୀ, ବନବିହାରୀ ବାରିକ, ନସିମ୍ ଆରା ବେଗମ୍, ଜିଲ୍ଲା ସ୍କୁଲ୍ ସ୍ପୋର୍ଟସ ସଂଘର ସହ ସମ୍ପାଦକ ବରିଷ୍ଠ କ୍ରୀଡ଼ା ଶିକ୍ଷକ ନରେଶ କୁମାର ମହାରଣା, ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢ଼େଙ୍କାନାଳର ବରିଷ୍ଠ ଶିକ୍ଷକ ତଥା ମୁଖ୍ୟ ମିଡିଆ ପ୍ରଭାରୀ ଡ଼ା. ଦେବୀ ପ୍ରସାଦ ମିଶ୍ର, ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କ୍ରୀଡ଼ା ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ସମସ୍ତ ସହଯୋଗ କରିଥିଲେ।ଢେଙ୍କାନାଳ ଜିଲ୍ଲା କ୍ରୀଡ଼ାସଂଘର ସମ୍ପାଦକ ନଳିନୀ କୁମାର ଦାସ ଓ ସମସ୍ତ କର୍ମକର୍ତ୍ତା ବୃନ୍ଦ, ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ, ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରସାଦ ପରିଡ଼ାଙ୍କ ବଳିଷ୍ଠ ମାର୍ଗଦର୍ଶନ ଓ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦଙ୍କ ସମ୍ମିଳିତ ପ୍ରଚେଷ୍ଟା ହିଁ ସପ୍ତ ଦିବସୀୟ ଏହି ଫୁଟ୍ ବଲ ଟୁର୍ଣ୍ଣାମେଣ୍ଟର ପ୍ରତ୍ୟେକ ଦିନର ସଫଳତାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲା।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ବ୍ଲକ ସ୍ତରୀୟ ସଂସାଧନ ସଭ୍ୟ ଙ୍କ ପ୍ରଶିକ୍ଷଣ ଶିବିର 

masiha

ଚତୁର୍ଥ ଶ୍ରେଣୀ କର୍ମଚାରୀ ଙ୍କ ପରଲୋକ 

Sunil Chandra Nayak

ସୁଶାନ୍ତ କୁମାର ଜେନା ଙ୍କ କବିତା ସାବିତ୍ରୀ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort