ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଣ ଦୋକାନ ରେ ବିସ୍ଫୋରଣ ଘଟି ୩ ଜଣ ଗୁରୁତର

କାମାକ୍ଷାନଗର (ମ ନି ସ)୨୪/୧୦_କାମାକ୍ଷାନଗର ବ୍ଲକ୍ ବଡ଼ସୁଆଁଲୋ ଗାଆଁ ରେ ବାଣ ଦୋକାନ ରେ ବିସ୍ଫୋରଣ ଘଟିଵାରୁ ଦୁଷ୍ମନ୍ତ ନାୟକ ୫୨ବର୍ଷ ସହ ପୁଅ ପ୍ରତୀକ (୯ବର୍ଷ) ଓ ଅନୁଷ୍କା ପାଲ ( ୧୧ ବର୍ଷ) ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ସଙ୍ଗେ ସଙ୍ଗେ କଟକ ବଡ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି।

କାମାକ୍ଷା ନଗରରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଖଡିଆଳ ଏନଏସି ପୌର ନିର୍ବାଚନ ଅଧ୍ୟକ୍ଷ ଭାବରେ କଂଗ୍ରେସର ଉଜ୍ଜଳ ଗୁପ୍ତା ବିଜୟୀ

Sunil Chandra Nayak

କୁକୁଡ଼ା ଗାଲି ଚଢ଼ାଉ :ଏଗାର ଗିରଫ ,ଗୋଟିଏ କୁକୁଡ଼ା ଓ 6ଟି ଖୁୁଡୁଖୁଡ଼ି ପାଲି ଜବତ

Sunil Chandra Nayak

କୋକସରା ତହସିଲରେ ଯୋଗଦେଲେ ନୂତନ ତହସିଲଦାର

Sunil Chandra Nayak

Leave a Comment

error: Content is protected !!