ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଁଦିଆ ବ୍ଲକ୍ ରେ ସୁରଭି କାର୍ଯକ୍ରମ ଅନୁଷ୍ଠିତ

 ଢେ଼ଙ୍କାନାଳ (ମସିହା)୨୬/୧୦_ଆଜି ଗଁଦିଆ ବ୍ଳକର ୧୭ଟି କ୍ଲଷ୍ଟରକୁ ନେଇ ବ୍ଳକ୍ ଅଫିସ୍ ପ୍ରାଙ୍ଗଣ ରେବ୍ଲକ୍ ସ୍ତରୀୟ ସୁରଭି ୨୦୨୨ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବ ରେ ମୁଖ୍ୟଅତିଥି ଭାବରେ ଗଁଦିଆ ବ୍ଳକର ବିଡିଓ ଆଶିଷ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ଯୋଗ ଦେଇଥିଲେ l ଏତଦ୍ ବ୍ୟତୀତ ଏ ଡି ଇ ଓ, ଏ ବି ଇ ଓ , ସମସ୍ତ ସି ଆର୍ ସି ସି ଙ୍କ ଗହଣରେ ବିଭିନ୍ନ ପ୍ରକାରର କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ପରିଶେଷରେ ଜିଲ୍ଲା ସ୍ତର କୁ ବଛାଯାଇଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ ସହ ମାନପତ୍ର ବଣ୍ଟନ କରାଯାଇଥିଲା

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍ ।

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ରାଜ୍ୟରେ ନିର୍ମାଣ ହେବ ୩୩୮ଟି ନୂଆ ଡାକ୍ତରଖାନା ଓ ସ୍ବାସ୍ଥ୍ୟ କେନ୍ଦ୍ର

Sunil Chandra Nayak

ଅଵକାରୀ ବିଭାଗ ର ଚଢ଼ାଉ : ଜଣେ ଗିରଫ ଓ 1300 ଲିଟର ମଦ ପୋଚ ଓ 140 ଲିଟର ମଦ ନଷ୍ଟ କଲେ

Sunil Chandra Nayak

Leave a Comment

error: Content is protected !!